ଭାରତରେ  HMPV ଭାଇରସ । ବେଙ୍ଗାଲୁରୁର ୮ ମାସର ପିଲା ଠରେ ମିଳିଲା ଭାଇରସ୍‌ ।

Advertisment

ଚୀନ୍‌ ପରେ  ଏବେ ଭାରତରେ  HMPV ଭାଇରସ ।  ଚୀନ୍‌ ରେ ଆତଙ୍କ ମଚାଇଥିବା ଭାଇରସ ଏବେ ଭାରତରେ ପ୍ରବେଶ କରିଛି ।

ଚୀନ୍‌ ପରେ  ଏବେ ଭାରତରେ  HMPV ଭାଇରସ ।  ଚୀନ୍‌ ରେ ଆତଙ୍କ ମଚାଇଥିବା ଭାଇରସ ଏବେ ଭାରତରେ ପ୍ରବେଶ କରିଛି ।

ଭାରତରେ  HMPV  ଭାଇରସ ।

Photograph: (google)

କନକ ବ୍ୟୁରୋ : ଆତଙ୍କ ମଚାଇଲାଣି HMPV ଭାଇରସ । ଚୀନ୍‌ ପରେ  ଏବେ ଭାରତରେ ଏହି ଭାଇରସ ।  ଚୀନ୍‌ ରେ ଆତଙ୍କ ମଚାଇଥିବା ଭାଇରାସ ଏବେ ଭାରତରେ ପ୍ରବେଶ କରିଛି । ବେଙ୍ଗାଲୁରୁର ୮ ମାସର ପିଲା ଠରେ ମିଳିଛି ଏହି ଭାଇରସ୍‌ । ଭାରତରେ ଏହା ପ୍ରଥମ କେସ୍‌ ।  

ଏଚଏମପିଭି ଭାଇରସ୍ ପାଇଁ ବଢିବାରେ ଲାଗିଛି ଶ୍ବାସକ୍ରିୟା ଜନିତ ଅସୁସ୍ଥତା । ତେବେ ଭାରତରେ ଏହି ଭାଇରସକୁ ନେଇ ଚିନ୍ତା କରିବାର କିଛି କାରଣ ନାହିଁ ବୋଲି  କହିଥିଲେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ । ଗତ ଶନିବାର ଏକ ବିବୃତି ଜାରି କରି ମନ୍ତ୍ରାଳୟ କହିଥିଲା ଯେ ଚୀନରେ ଏହି ସ୍ଥିତି କିଛି ଅସାଧାରଣ ନୁହେଁ, ଭାରତ ଏହା ସଫଳ ମୁକାବିଲା ପାଇଁ ପ୍ରସ୍ତୁତ ରହିଛି । ଏଚଏମପିଭିର ସ୍ଥିତି ଆକଳନ ପାଇଁ ସ୍ବାସ୍ଥ୍ୟ ମନ୍ତ୍ରାଳୟ ଏକ ଜଏଣ୍ଟ ମନିଟରିଂ ଗ୍ରୁପ୍ ବୈଠକ କରିବାର ଗୋଟିଏ ଦିନ ପରେ ଏହି ବିବୃତ୍ତି ଜାରି କରାଯାଇଥିଲା। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe