କନକ ବ୍ୟୁରୋ : ଦୁର୍ବଳ ହେଉଛି ଆତଙ୍କୀ ସଂଗଠନ ହିଜବୁଲ୍ଲା । ମୁଣ୍ଡ ନୁଆଁଇପାରେ ଆତଙ୍କୀ ସଗଂଠନ । ଏଭଳି କିଛି ଆଶଙ୍କା ଏଥିପାଇଁ କରାଯାଉଛି କାରଣ ଇସ୍ରାଏଲର ଆକ୍ରମଣରେ ଦୋହଲିଯାଇଛି ହିଜବୁଲ୍ଲା ଓ ଯୁଦ୍ଧ ବିରାମ ପାଇଁ ଅପିଲ କରିଛି । ହିଜବୁଲ୍ଲାର କମାଣ୍ଡର ନଇମ କାସିମ ଅପିଲ କରିଛି । ସେପଟେ ଇରାନ-ଇସ୍ରାଏଲ ବିବାଦକୁ ନେଇ ଆଜି ଆମେରିକା ବଡ ବୈଠକ କରିପାରେ । ମିଳିଥିବା ସୂଚନା ଅନୁସାରେ ଉଭୟ ଦେଶର ତିକ୍ତତା ଭିତରେ ହସ୍ତକ୍ଷେପ କରିବ ଆମେରିକା ।
ଦୁର୍ବଳ ହେଉଛି ହିଜବୁଲ୍ଲା । ଯୁଦ୍ଧ ବିରତି ପାଇଁ ଆତଙ୍କୀ ସଂଗଠନର ଅପିଲ
ଏଭଳି କିଛି ଆଶଙ୍କା ଏଥିପାଇଁ କରାଯାଉଛି କାରଣ ଇସ୍ରାଏଲର ଆକ୍ରମଣରେ ଦୋହଲିଯାଇଛି ହିଜବୁଲ୍ଲା ଓ ଯୁଦ୍ଧ ବିରାମ ପାଇଁ ଅପିଲ କରିଛି ।
/kanak/media/media_files/h1QU4DbXVIBNVtRE4tmS.jpg)