ରାମନବମୀରେ ପାକିସ୍ତାନରୁ ଭାରତ ଆସିଲେ ହିନ୍ଦୁ ଶ୍ରଦ୍ଧାଳୁ । ଗୁଜରାଟ ଦ୍ୱାରିକାଧିଶ ମନ୍ଦିର ପରିଦର୍ଶନ କଲେ ଭକ୍ତ

ଶନିବାର ପାକିସ୍ତାନରୁ ୨୭୦ ଜଣ ହିନ୍ଦୁ ଗୁଜରାଟରେ ପହଞ୍ଚିଛନ୍ତି । ଗୁଜରାଟର ପ୍ରସିଦ୍ଧା ଦ୍ୱାରକାଧୀଶ ମନ୍ଦିର ପରିଦର୍ଶନ କରିବା ପାଇଁ ଏମାନେ ପାକିସ୍ତାନରୁ ଆସିଛନ୍ତି ।

Temple

Temple Photograph: (kanakNews)

କନକ ବ୍ୟୁରୋ :  ପାକିସ୍ତାନରୁ ଭାରତ ଆସିଲେ ହିନ୍ଦୁ ଶ୍ରଦ୍ଧାଳୁ । ଶନିବାର ପାକିସ୍ତାନରୁ ୨୭୦ ଜଣ ହିନ୍ଦୁ ଗୁଜରାଟରେ ପହଞ୍ଚିଛନ୍ତି । ଗୁଜରାଟର ପ୍ରସିଦ୍ଧା ଦ୍ୱାରକାଧୀଶ ମନ୍ଦିର ପରିଦର୍ଶନ କରିବା ପାଇଁ ଏମାନେ ପାକିସ୍ତାନରୁ ଆସିଛନ୍ତି । ଭାରତରେ ପହଞ୍ଚିବା ପରେ ସେମାନଙ୍କୁ ସ୍ବାଗତ କରାଯାଇଥିଲା । କଡ଼ା ସୁରକ୍ଷା ଭିତରେ ସମସ୍ତ ହିନ୍ଦୁ ଶ୍ରଦ୍ଧାଳୁଙ୍କୁ ଗୁଜରାଟ ସ୍ଥିତ ଦ୍ବାରିକାଧିଶ ମନ୍ଦିର ନିଆଯାଇଥିଲା । ଭାରତ ଆସି ବେଶ ଖୁସି ଥିବା କହିଥିଲେ ପାକିସ୍ତାନର ହିନ୍ଦୁମାନେ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe