କନକ ବ୍ୟୁରୋ : ପାକିସ୍ତାନରୁ ଭାରତ ଆସିଲେ ହିନ୍ଦୁ ଶ୍ରଦ୍ଧାଳୁ । ଶନିବାର ପାକିସ୍ତାନରୁ ୨୭୦ ଜଣ ହିନ୍ଦୁ ଗୁଜରାଟରେ ପହଞ୍ଚିଛନ୍ତି । ଗୁଜରାଟର ପ୍ରସିଦ୍ଧା ଦ୍ୱାରକାଧୀଶ ମନ୍ଦିର ପରିଦର୍ଶନ କରିବା ପାଇଁ ଏମାନେ ପାକିସ୍ତାନରୁ ଆସିଛନ୍ତି । ଭାରତରେ ପହଞ୍ଚିବା ପରେ ସେମାନଙ୍କୁ ସ୍ବାଗତ କରାଯାଇଥିଲା । କଡ଼ା ସୁରକ୍ଷା ଭିତରେ ସମସ୍ତ ହିନ୍ଦୁ ଶ୍ରଦ୍ଧାଳୁଙ୍କୁ ଗୁଜରାଟ ସ୍ଥିତ ଦ୍ବାରିକାଧିଶ ମନ୍ଦିର ନିଆଯାଇଥିଲା । ଭାରତ ଆସି ବେଶ ଖୁସି ଥିବା କହିଥିଲେ ପାକିସ୍ତାନର ହିନ୍ଦୁମାନେ ।
ରାମନବମୀରେ ପାକିସ୍ତାନରୁ ଭାରତ ଆସିଲେ ହିନ୍ଦୁ ଶ୍ରଦ୍ଧାଳୁ । ଗୁଜରାଟ ଦ୍ୱାରିକାଧିଶ ମନ୍ଦିର ପରିଦର୍ଶନ କଲେ ଭକ୍ତ
ଶନିବାର ପାକିସ୍ତାନରୁ ୨୭୦ ଜଣ ହିନ୍ଦୁ ଗୁଜରାଟରେ ପହଞ୍ଚିଛନ୍ତି । ଗୁଜରାଟର ପ୍ରସିଦ୍ଧା ଦ୍ୱାରକାଧୀଶ ମନ୍ଦିର ପରିଦର୍ଶନ କରିବା ପାଇଁ ଏମାନେ ପାକିସ୍ତାନରୁ ଆସିଛନ୍ତି ।
/kanak/media/media_files/2025/04/06/vPjlWhImT9IAzHM3BTw5.jpg)