ପ୍ରଦୂଷଣ ପାଇଁ ତଣ୍ଡ ଗଣିବ ହିଣ୍ଡାଲକୋ ; ପାଉଁଶ ପକାଇବାକୁ ନେଇ ଦେବ ଜରିମାନା
ହିଣ୍ଡାଲକୋକୁ ରାଜ୍ୟ ପ୍ରଦୂଷଣ କଣ୍ଟ୍ରୋଲ ବୋର୍ଡର ଛାଟ । ବେଆଇନ ଭାବେ ପାଉଁଶ ପକାଇବା ଘଟଣାରେ ୧ ଲକ୍ଷ ୧୩ ହଜାର ଟଙ୍କା ଜୋରିମାନା । ହୀରାକୁଦ ନିକଟ ଚେପଟିପୁଳିଆ କେନାଲ ପାଖରେ ପ୍ରଦୂଷଣ ନେଇ ହୋଇଥିଲା ଅଭିଯୋଗ ।
/kanak/media/media_files/xEP6LKNcsNaScpSkbkqK.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t075448932z-whatsapp-image-2025-12-17-at-12423-pm-2025-12-17-13-24-48.jpeg)