ଜାଡରେ ଥରୁଛି ହିମାଚଳ ପ୍ରଦେଶ : ଜାରି ରହିଛି ତୁଷାରପାତ, କାଜାରେ ମାଇନସ୍‌ ୬.୯ ଡିଗ୍ରୀ

Advertisment

ପାହାଡିଆ  ରାଜ୍ୟରେ ପ୍ରବଳ ତୁଷାର । ଉତରାଖଣ୍ଡ, ହିମାଚଳ,କାଶ୍ମୀରରେ ପ୍ରବଳ ତୁଷାରପାତ ଜାରି ରହିଛି ।ଏହି ସବୁ ରାଜ୍ୟମାନଙ୍କରେ ଗତ ୪ଦିନ ହେବ ପ୍ରବଳ ତୁଷାରପାତ ହୋଇଛି  ।   

ପାହାଡିଆ  ରାଜ୍ୟରେ ପ୍ରବଳ ତୁଷାର । ଉତରାଖଣ୍ଡ, ହିମାଚଳ,କାଶ୍ମୀରରେ ପ୍ରବଳ ତୁଷାରପାତ ଜାରି ରହିଛି ।ଏହି ସବୁ ରାଜ୍ୟମାନଙ୍କରେ ଗତ ୪ଦିନ ହେବ ପ୍ରବଳ ତୁଷାରପାତ ହୋଇଛି  ।   

charcha

charcha Photograph: (charcxha )

କନକବ୍ୟୁରୋ : ପାହାଡିଆ  ରାଜ୍ୟରେ ପ୍ରବଳ ତୁଷାର ।   ଉତରାଖଣ୍ଡ, ହିମାଚଳ,କାଶ୍ମୀରରେ ପ୍ରବଳ ତୁଷାରପାତ ଜାରି ରହିଛି  । ଏହି ସବୁ ରାଜ୍ୟମାନଙ୍କରେ ଗତ ୪ଦିନ ହେବ ପ୍ରବଳ ତୁଷାରପାତ ହୋଇଛି   ।  ଏହା  ଯୋଗୁଁ ବିଭିନ୍ନ ରାସ୍ତାରେ ବରଫ ଜମାଟ ବାନ୍ଧିବା ଯୋଗୁଁ ଯାତାୟତ ବାଧାପ୍ରାପ୍ତ ହୋଇଛି  । କେବଳ ସେତିକି ନୁହେଁ ହଜାର ସଂଖ୍ୟକ ପର୍ଯଟକ ଫସିରହିଛନ୍ତି  । ୯୬ଦିନ ପାଇଁ ଆଂଚଳିକ ପାଣିପାଗ ବିଭାଗ ଆଲର୍ଟ ଜାରି କରିଛି । ତେବେ ଗୋଟିଏ ପଟେ ମଜା ଆଉ ଗୋଟେ ପଟେ ସଜା ପାଉଛନ୍ତି   ପର୍ଯ୍ୟଟକ   ।
--

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe