ଧଳା ଚାଦରରେ ଘୋଡ଼ାଇ ହୋଇଛି ହିମାଚଳ ପ୍ରଦେଶ; ଜାଡ଼ରେ ଥରୁଛି ଉତ୍ତର ଭାରତ

Advertisment

ଜାଡ଼ରେ ଥରୁଛି ଉତ୍ତର ଭାରତ । ଧଳା ଚାଦରରେ ଘୋଡ଼ାଇ ହୋଇଛି ହିମାଚଳ ପ୍ରଦେଶ । ହିମାଚଳର ଲାହୌଲ ଓ ସ୍ପିତିରେ ପ୍ରବଳ ତୁଷାରପାତ ହୋଇଛି । ତୁଷାରପାତ ପରେ ପ୍ରକୃତିର ସୌନ୍ଦର୍ଯ୍ୟ ଆହୁରି ବଢ଼ିଯାଇଛି ।

ଜାଡ଼ରେ ଥରୁଛି ଉତ୍ତର ଭାରତ । ଧଳା ଚାଦରରେ ଘୋଡ଼ାଇ ହୋଇଛି ହିମାଚଳ ପ୍ରଦେଶ । ହିମାଚଳର ଲାହୌଲ ଓ ସ୍ପିତିରେ ପ୍ରବଳ ତୁଷାରପାତ ହୋଇଛି । ତୁଷାରପାତ ପରେ ପ୍ରକୃତିର ସୌନ୍ଦର୍ଯ୍ୟ ଆହୁରି ବଢ଼ିଯାଇଛି ।

14tfgh

Photograph: (kanaknews)

କନକ ବ୍ୟୁରୋ :ଜାଡ଼ରେ ଥରୁଛି ଉତ୍ତର ଭାରତ । ଧଳା ଚାଦରରେ ଘୋଡ଼ାଇ ହୋଇଛି ହିମାଚଳ ପ୍ରଦେଶ । ହିମାଚଳର ଲାହୌଲ ଓ ସ୍ପିତିରେ ପ୍ରବଳ ତୁଷାରପାତ ହୋଇଛି । ତୁଷାରପାତ ପରେ ପ୍ରକୃତିର ସୌନ୍ଦର୍ଯ୍ୟ ଆହୁରି ବଢ଼ିଯାଇଛି । ପ୍ରବଳ ତୁଷାରପାତ ଯୋଗୁଁ ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇଛି । ସେପଟେ କାର୍ଗିଲ ଜୋଜିଲା ପାସରେ ବି ତୁଷାରପାତ ଯୋଗୁଁ ରାସ୍ତା ସାରା ବରଫ ଜମି ରହିଛି । ବର୍ଡର ରୋଡ ଅର୍ଗାନାଇଜେସନ ପକ୍ଷରୁ ସ୍ନୋ କ୍ଳିଅରାନ୍ସ ପରେ ଯାତାୟତ ସ୍ବାଭାବିକ ହୋଇଛି । ତେବେ ଉତ୍ତର ଭାରତରେ ପ୍ରବଳ ଶୀତଲହରି ଲାଗିରହିଛି । ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ଉତ୍ତର ପ୍ରଦେଶରେ ଲାଗିରହିଛି ଶୀତଲହରି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe