ରାଜଧାନୀରୁ ହାଇ ପ୍ରୋଫାଇଲ ମହିଳା ଗିରଫ ; ବ୍ୟବସାୟୀ, ବିଲଡରଙ୍କୁ ଡରାଇ ଧମକାଇ ଆଦାୟ କରୁଥିଲେ ବଟି
ଠକେଇ ମାମଲରେ ହାଇପ୍ରୋଫାଇଲ ମହିଳାକୁ ବାନ୍ଧିଲା କମିଶନରେଟ ପୋଲିସ । ବଡବଡିଆଙ୍କ ସହ ସମ୍ପର୍କ ଥିବା କହି ଖଣି ବ୍ୟବସାୟୀ, ବିଲଡରଙ୍କୁ ଧମକ ଦେଉଥିଲେ ଏବଂ ମୋଟା ଅଙ୍କର ଟଙ୍କା ଆଦାୟ କରୁଥିଲେ। ଏବେ ଏହି ମହିଳାଙ୍କୁ ବାନ୍ଧି କୋର୍ଟ ଚାଲାଣ କରିଛି ଇନଫୋସିଟି ଥାନା ପୋଲିସ ।
/kanak/media/media_files/2024/12/30/umicAaJvkw8DtC4pVeUI.jpg)
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)