ମହାରାଷ୍ଟ୍ରରେ ପୁଣି ମହାଲଢ଼େଇ, ଚାଲିଛି ମ୍ୟୁନିସିପାଲ କାଉନସିଲର ଓ ନଗର ପଞ୍ଚାୟତରେ ଭୋଟ ଗଣତି

Advertisment

ସକାଳ ୧୦ଟାରୁ ଆରମ୍ଭ ହୋଇଛି ଗଣତି। ସନ୍ଧ୍ୟା ସୁଦ୍ଧା ସମ୍ପୂର୍ଣ୍ଣ ଫଳାଫଳ ପ୍ରକାଶ ପାଇବାର ସମ୍ଭାବନା ଅଛି । ଦୁଇ ପର୍ଯ୍ୟାୟରେ  ଡିସେମ୍ବର ୨ ଏବଂ ୨୦ ତାରିଖରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଆଜିର ଫଳାଫଳ ଆଗାମୀ ମ୍ୟୁନିସିପାଲ କର୍ପୋରେସନ ନିର୍ବାଚନ ପାଇଁ ଏକ ସଂକେତ ହେବ ବୋଲି ରାଜନୈତିକ ବିଶେଷଜ୍ଞ  ବିବେଚନା କରୁଛନ୍ତି । 

ସକାଳ ୧୦ଟାରୁ ଆରମ୍ଭ ହୋଇଛି ଗଣତି। ସନ୍ଧ୍ୟା ସୁଦ୍ଧା ସମ୍ପୂର୍ଣ୍ଣ ଫଳାଫଳ ପ୍ରକାଶ ପାଇବାର ସମ୍ଭାବନା ଅଛି । ଦୁଇ ପର୍ଯ୍ୟାୟରେ  ଡିସେମ୍ବର ୨ ଏବଂ ୨୦ ତାରିଖରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଆଜିର ଫଳାଫଳ ଆଗାମୀ ମ୍ୟୁନିସିପାଲ କର୍ପୋରେସନ ନିର୍ବାଚନ ପାଇଁ ଏକ ସଂକେତ ହେବ ବୋଲି ରାଜନୈତିକ ବିଶେଷଜ୍ଞ  ବିବେଚନା କରୁଛନ୍ତି । 

MAHARASTRA

କନକ ବ୍ୟୁରୋ : ମହାରାଷ୍ଟ୍ରରେ ଆଜି ସମସ୍ତ ୨୮୬ ମ୍ୟୁନିସିପାଲ କାଉନସିଲ୍ ଓ ନଗର ପଞ୍ଚାୟତରେ ଭୋଟ୍ ଗଣତି କରାଯାଉଛି । ଗଣତିର ପ୍ରାରମ୍ଭିକ ଫଳାଫଳ ଅନୁସାରେ ଶାସକ ମହାୟୁତି ୨ ଶହ  ସ୍ଥାନରେ ଆଗରେ ରହିଛି । ବିଜେପି ୧୦୭ ଓ ଏକନାଥ ସିନ୍ଦେଙ୍କ ଶିବସେନା ୪୮ଟି ସ୍ଥାନରେ ଆଗୁଆ ଥିବା ବେଳେ   ବିରୋଧୀ  ମହାବିକାଶ ଅଘାଡ଼ି – ଏମଭିଓ ୪୬ଟି ସ୍ଥାନରେ ଆଗରେ ଅଛି । ଅଜିତ ପାୱାରଙ୍କ ଏନସିପି ଭଲ ପ୍ରଦର୍ଶନ କରୁଥିବା ବେଳେ ପଛରେ ଅଛି ଉଦ୍ଧବ ଠାକରେଙ୍କ ଶିବସେନା । କଂଗ୍ରେସ ମାତ୍ର ୫ଟି ଆସନରେ ଆଗରେ ଅଛି । ପୂର୍ବରୁ ବିଜେପି ତିନି ଆସନରେ ପ୍ରତିଦ୍ବନ୍ଦ୍ୱିତାରେ  ବିଜୟୀ ହୋଇଛି । ସକାଳ ୧୦ଟାରୁ ଆରମ୍ଭ ହୋଇଛି ଗଣତି। ସନ୍ଧ୍ୟା ସୁଦ୍ଧା ସମ୍ପୂର୍ଣ୍ଣ ଫଳାଫଳ ପ୍ରକାଶ ପାଇବାର ସମ୍ଭାବନା ଅଛି । ଦୁଇ ପର୍ଯ୍ୟାୟରେ  ଡିସେମ୍ବର ୨ ଏବଂ ୨୦ ତାରିଖରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଆଜିର ଫଳାଫଳ ଆଗାମୀ ମ୍ୟୁନିସିପାଲ କର୍ପୋରେସନ ନିର୍ବାଚନ ପାଇଁ ଏକ ସଂକେତ ହେବ ବୋଲି ରାଜନୈତିକ ବିଶେଷଜ୍ଞ  ବିବେଚନା କରୁଛନ୍ତି । 

ଅଧିକ ପଢ଼ନ୍ତୁ : ପୌର ନିର୍ବାଚନ ପୂର୍ବରୁ ମହାରାଷ୍ଟ୍ର ମହାୟୁତିରେ ମହାଝଡ଼, ରାଣେ ଭାଇ ନୀତେଶ ଓ ନିଲେଶଙ୍କ ମଧ୍ୟରେ କଳି

ମହାରାଷ୍ଟ୍ରରେ ଅଗ୍ନିପରୀକ୍ଷା 

  • ମହାୟୁତି ଓ ଏମଭିଏ ପାଇଁ ଅଗ୍ନିପରୀକ୍ଷା
  • ୨୮୬ ମ୍ୟୁନିସିପାଲ କାଉନସିଲ୍, ନଗର ପଞ୍ଚାୟତରେ ଭୋଟ୍ ଗଣତି
  • ପ୍ରାରମ୍ଭିକ ଫଳାଫଳରେ ଶାସକ ମହାୟୁତି ଆଗରେ ଅଛି
  • ଡିସେମ୍ବର ୨ ଓ ୨୦ରେ ଦୁଇ ପର୍ଯ୍ୟାୟରେ  ନିର୍ବାଚନ ହୋଇଥିଲା 
  • ଫଳାଫଳ ମୁନିସିପାଲ କର୍ପୋରେସନ ନିର୍ବାଚନ ପାଇଁ ଗୁରୁତ୍ବପୂର୍ଣ୍ଣ   

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe