କନକ ବ୍ୟୁରୋ: ଚେକ ବାଉନ୍ସ ମାମଲାରେ ଉଚ୍ଚ ନ୍ୟାୟାଳୟଙ୍କ ବଡ଼ ରାୟ । ବେଆଇନ କାର୍ଯ୍ୟରେ ଟଙ୍କା ଦେଣନେଣ ହୋଇଥିଲେ ହୋଇପାରିବ ନାହିଁ ଚେକ୍ ବାଉନ୍ସ ମାମଲା । ଏକ ମାମଲାର ବିଚାର ବେଳେ ଓଡ଼ିଶା ହାଇକୋର୍ଟ ଏଭଳି ରାୟ ଶୁଣାଇଛନ୍ତି। ବାରିପଦା ମେଡିକାଲ କଲେଜରେ ଆଡ଼ମିଶନ କରାଇ ଦେବାକୁ କହି ୨୫ ଲକ୍ଷ୍ୟ ଟଙ୍କା ଠକେଇ ଅଭିଯୋଗ ହୋଇଥିଲା ଅଭିଯୁକ୍ତ ଦେଇଥିବା ଚେକ୍ ବାଉନସ ହେବା ପରେ ହାଇକୋର୍ଟରେ ମାମଲା ହୋଇଥିଲା । ଏହାର ଶୁଣାଣୀ କରିବାକୁ ଯାଇ ବେଆଇନ କାର୍ଯ୍ୟରେ ଟଙ୍କା ଦେଣନେଣ ହୋଇଥିଲେ ଚେକ୍ ବାଉନସ ମାମଲା ହୋଇପାରିବନାହିଁ ବୋଲି ଉଚ୍ଚ ଅଦାଲତ ନିଜ ରାୟରେ ଦର୍ଶାଇଛନ୍ତି ।
ଚେକ୍ ବାଉନ୍ସ ମାମଲାରେ ହାଇକୋର୍ଟଙ୍କ ରାୟ ; ବେଆଇନ କାର୍ଯ୍ୟରେ ଟଙ୍କା ଦେଣନେଣ ହୋଇଥିଲେ ହୋଇପାରିବ ମାମଲା
ଚେକ ବାଉନ୍ସ ମାମଲାରେ ଉଚ୍ଚ ନ୍ୟାୟାଳୟଙ୍କ ବଡ଼ ରାୟ । ବେଆଇନ କାର୍ଯ୍ୟରେ ଟଙ୍କା ଦେଣନେଣ କ୍ଷେତ୍ରରେ ହୋଇପାରିବ ନାହିଁ ଚେକ୍ ବାଉନସ ମାମଲା । ବାରିପଦା ମେଡିକାଲ କଲେଜରେ ଆଡ଼ମିଶନ କରାଇ ଦେବାକୁ କହି ୨୫ଲକ୍ଷ ଟଙ୍କାର ହୋଇଥିଲା ଠକେଇ ।
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)