କନକ ବ୍ୟୁରୋ: କଟକ ବାଲିଯାତ୍ରାକୁ ନେଇ ହାଇକୋର୍ଟଙ୍କ ପରାମର୍ଶ । ଉପର ପଡିଆରେ ବାଲିଯାତ୍ରା ନକରିବାକୁ ପରାମର୍ଶ । ଏହାସହ ହାଇକୋର୍ଟ କହିଛନ୍ତି, ଜିଲ୍ଲାପାଳ ବିଭିନ୍ନ ବିଭାଗ ସହ ଆଲୋଚନା କରନ୍ତୁ । ଆଲୋଚନା କରି ପଦକ୍ଷେପ ନେବାକୁ ପରାମର୍ଶ ଦେଇଛନ୍ତି କୋର୍ଟ । ନଭେମ୍ବର ୧୫ରେ ଆରମ୍ଭ ହେବାକୁ ଯାଉଛି ବାଲିଯାତ୍ରା । ଏଥିପାଇଁ ଉପର ପଡିଆ ଓ ତଳ ପଡିଆ ପ୍ଲଟ ବୁକିଂ ପ୍ରକ୍ରିୟା ଶେଷ ହୋଇଛି । ପ୍ରତିବର୍ଷ ଉପର ଓ ତଳ ପଡିଆରେ ବାଲିଯାତ୍ରା ଅନୁଷ୍ଠିତ ହୋଇଥାଏ ।
କଟକ ବାଲିଯାତ୍ରାକୁ ନେଇ ହାଇକୋର୍ଟଙ୍କ ପରାମର୍ଶ: ଉପର ପଡିଆରେ ବାଲିଯାତ୍ରା ନକରିବାକୁ ପରାମର୍ଶ ଦେଲେ କୋର୍ଟ
କଟକ ବାଲିଯାତ୍ରାକୁ ନେଇ ହାଇକୋର୍ଟଙ୍କ ପରାମର୍ଶ । ଉପର ପଡିଆରେ ବାଲିଯାତ୍ରା ନକରିବାକୁ ପରାମର୍ଶ । ଏହାସହ ହାଇକୋର୍ଟ କହିଛନ୍ତି, ଜିଲ୍ଲାପାଳ ବିଭିନ୍ନ ବିଭାଗ ସହ ଆଲୋଚନା କରନ୍ତୁ । ଆଲୋଚନା କରି ପଦକ୍ଷେପ ନେବାକୁ ପରାମର୍ଶ ଦେଇଛନ୍ତି କୋର୍ଟ ।
/kanak/media/media_files/2024/10/30/1vBCjWTfb2aMO90pxYzD.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/27/2025-12-27t123421491z-506359015_3114607832035873_6253119802954867050_n-2025-12-27-18-04-21.jpg)