ଧାମରାରେ ମାଡ ହେବ ବାତ୍ୟା! ହାଇଆଲର୍ଟରେ ପୁରା ଅଞ୍ଚଳ

ଧାମରାରେ ସ୍ଥଳଭାଗ ଛୁଇଁପାରେ ବାତ୍ୟା ଦାନା । ଏହାକୁ ନେଇ ଆଲର୍ଟରେ ମେରାଇନ୍ ପୋଲିସ । ଡାକବାଜିରେ କରାଯାଉଛି ସେଚତନ । ସମୁଦ୍ରକୁ ନଯିବାକୁ ମତ୍ସ୍ୟଜୀବୀଙ୍କୁ କରାଯାଉଛି ବାରଣ ।

19+++++++++++

କନକ ବ୍ୟୁରୋ: ଧାମରାରେ ସ୍ଥଳଭାଗ ଛୁଇଁପାରେ ବାତ୍ୟା ଦାନା  । ଏହାକୁ ନେଇ ଆଲର୍ଟରେ ମେରାଇନ୍ ପୋଲିସ  । ଡାକବାଜିରେ କରାଯାଉଛି ସେଚତନ  । ସମୁଦ୍ରକୁ ନଯିବାକୁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଉଛି  । 

ଆଜି ସନ୍ଧ୍ୟା ସୁଦ୍ଧା ଭୀଷଣ ବାତ୍ୟାର ରୂପ ନେବ ବାତ୍ୟା । ୨୪ ତାରିଖ ମଧ୍ୟରାତ୍ରିରୁ ୨୫ ତାରିଖ ସକାଳ ଭିତରେ ଓଡ଼ିଶା ଉପକୂଳ ସ୍ଥଳଭାଗ ଅତିକ୍ରମ କରିବ। ବର୍ତ୍ତମାନ ବାଂଲାଦେଶ ଖେପୁପୁରାଠାରୁ ୬୩୦ କିଲୋମିଟର ଦୂରରେ ରହିଛି । ଭୀଷଣ ବାତ୍ୟା ରୂପ ନେଇ ଓଡ଼ିଶା ଉପକୂଳ ଭିତରକନିକାରୁ ଧାମରା ମଧ୍ୟରେ ଛୁଇଁବ ସ୍ଥଳଭାଗ । ଗଭୀର ଅବବାତ ଓଡିଶା ଉପକୂଳମୁହାଁ ହୋଇ ୨୪ ତାରିଖରେ ଭୀଷଣ ବାତ୍ୟାର ରୂପ ନେଇ ଲ୍ୟାଣ୍ଡଫଲ କରିବ। ଏବେ ୧୮ କିଲୋମିଟର ବେଗରେ ଆଗକୁ ବଢୁଛି। ପାରାଦୀପ ଠାରୁ ୫୬୦ କିମି ଦୂରରେ ରହିଛି। ଧାମରାର ଅତି ନିକଟରେ ଲ୍ୟାଣ୍ଡଫଲ କରିବା ନେଇ ପୂର୍ବାନୁମାନ କରାଯାଉଛି।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe