କନକ ବ୍ୟୁରୋ: ମଧ୍ୟପ୍ରାଚ୍ୟରେ ଘନଉଛି ଯୁଦ୍ଧ । ଲେବାନନ ଉପରେ ଇସ୍ରାଏଲର ଆକ୍ରମଣ ଥମିବା ନାଁ ନେଉନି ଆଉ ସେପଟେ ତେଲ ଅବିବରେ ରକେଟମାଡ କରିବାକୁ ଚେଷ୍ଟା କରି ଫେଲ ମାରିଛି ଆତଙ୍କୀ ସଂଗଠନ ହୁତୀ । ବାଲେଷ୍ଟିକ୍ ମିଜାଇଲରେ ଇସ୍ରାଏଲ ଆକ୍ରମଣ କରିଥିବାବେଳେ ଏହାକୁ ରୋକିବାକୁ ଆଇଡିଏଫ କଳେବଳେ କୌଶଳେ ଚେଷ୍ଟା କରୁଛି । ସେପଟେ ଜୀବନ ବଞ୍ଚାଇବାକୁ ଲେବାନନରେ ଆରମ୍ଭ ହୋଇଛି ଶତାଧିକ ସଂଖ୍ୟକ ଲୋକଙ୍କ ପଳାୟନ ।
ଇସ୍ରାଏଲ-ହିଜବୁଲ୍ଲା ଲଢ଼େଇରେ ହୁତୀର ଏଣ୍ଟ୍ରି । ଆତଙ୍କୀଙ୍କ ଅଣ୍ଡରଗ୍ରାଉଣ୍ଡ ମିଜାଇଲ ସିଟି ଠାବ ।
ତେଲ ଅବିବକୁ ଟାର୍ଗେଟ କରି ଆତଙ୍କୀ ସଂଗଠନର ମିଜାଇଲ ଆକ୍ରମଣ,ଯୋଜନାକୁ ପଣ୍ଡ କଲା ଆଇଡିଏଫ । ହିଜବୁଲ୍ଲାକୁ ମାଟିରେ ମିଶାଇବାକୁ ସ୍ଥଳଭାଗରୁ ଆକ୍ରମଣ କରିବ ଇସ୍ରାଏଲ । ଆତଙ୍କୀଙ୍କ ଅଣ୍ଡରଗ୍ରାଉଣ୍ଡ ମିଜାଇଲ ସିଟି ଠାବ ।
/kanak/media/media_files/RMWm8KkQhjDk34xBbQP1.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/28/2025-04-28t103046215z-348267369_658890662730311_6089886170448266075_n.jpg)