ଦିନକ ପରେ ବାରବାଟୀରେ ମ୍ୟାଚ୍: ପହଞ୍ଚିଲେଣି କିଛି ଖେଳାଳି, ଜାଣନ୍ତୁ ମେନ୍ୟୁରେ ଅଛି କଣ?

Advertisment

ଦିନକ ପରେ ବାରବାଟୀ ଷ୍ଟାଡିୟମରେ ଖେଳାଯିବ ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ୍ । ଏଥିପାଇଁ ଭୁବନେଶ୍ବରରେ ଜଣକ ପରେ ଜଣେ ଖେଳାଳି ପହଞ୍ଚୁଛନ୍ତି । ଗତ ରାତିରେ ହାର୍ଦ୍ଦିକ ପାଣ୍ଡ୍ୟା ଭୁବନେଶ୍ବରରେ ପହଞ୍ଚିଥିଲେ । ଟି-ଟ୍ବେଣ୍ଟି ସିରିଜି ପାଇଁ ପାଣ୍ଡ୍ୟାଙ୍କୁ ଦଳରେ ସାମିଲ କରାଯାଇଛି । ଆଜି ବାକି ସମସ୍ତ ଖେଳାଳି ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚି ହୋଟେଲ ମେ’ ଫେୟାରକୁ ଯିବେ ।

hardik pandya

hardik pandya Photograph: (kanak news)

କନକ ବ୍ୟୁରୋ: ଦିନକ ପରେ ବାରବାଟୀ ଷ୍ଟାଡିୟମରେ ଖେଳାଯିବ ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ୍ । ଏଥିପାଇଁ ଭୁବନେଶ୍ବରରେ ଜଣକ ପରେ ଜଣେ ଖେଳାଳି ପହଞ୍ଚୁଛନ୍ତି । ଗତ ରାତିରେ ହାର୍ଦ୍ଦିକ ପାଣ୍ଡ୍ୟା ଭୁବନେଶ୍ବରରେ ପହଞ୍ଚିଥିଲେ । ଟି-ଟ୍ବେଣ୍ଟି ସିରିଜି ପାଇଁ ପାଣ୍ଡ୍ୟାଙ୍କୁ ଦଳରେ ସାମିଲ କରାଯାଇଛି । ଆଜି ବାକି ସମସ୍ତ ଖେଳାଳି ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚି ହୋଟେଲ ମେ’ ଫେୟାରକୁ ଯିବେ ।

ଆହୁରି ପଢ଼ନ୍ତୁ : ଭୁବନେଶ୍ୱରରେ ଖୋଲିବ ଆଉ ଦୁଇ ତହସିଲ୍: ଜାଣନ୍ତୁ, କେଉଁଠି କେଉଁଠି?

ଦକ୍ଷିଣ ଆଫ୍ରିକାର ଖେଳାଳି ଏବଂ ଅଫିସିଆଲ୍ ମଧ୍ୟ ଆଜି ଅପରାହ୍ନରେ ଭୁବନେଶ୍ବରରେ ପହଞ୍ଚିବେ । ଆସନ୍ତାକାଲି ବାରବାଟୀରେ ଦୁଇ ଦଳ ଅଭ୍ୟାସ କରିବେ । ସେପଟେ ଖେଳାଳିଙ୍କୁ ସ୍ୱାଗତ ପାଇଁ ହୋଟେଲ ମେ’ ଫେୟାରରେ ହୋଇଛି ସ୍ୱତନ୍ତ୍ର ବ୍ୟବସ୍ଥା । ସ୍ୱତନ୍ତ୍ର ପାରମ୍ପରିକ ନୃତ୍ୟରେ ଖେଳାଳିଙ୍କୁ ସ୍ୱାଗତ କରାଯିବ । ଖେଳାଳି ଓ ଅଫିସିଆଲଙ୍କ ପାଇଁ ୧୨୦ଟି ରୁମ ବୁକ ହୋଇଛି । ଖେଳାଳିଙ୍କ ପାଇଁ ସ୍ୱତନ୍ତ୍ର ମେନ୍ୟୁ ଚାର୍ଟ ରହିବ । ବ୍ରେକଫାଷ୍ଟରେ ପିଠା, ମିଠା ରଖିବାକୁ ଯୋଜନା ରହିଛି । ସେହିପରି ଲଞ୍ଚ ଓ ଡିନରରେ ଖେଳାଳିଙ୍କ ନିର୍ଦ୍ଦିଷ୍ଟ ମେନ୍ୟୁ ସହିତ ସି’ ଫୁଡ଼ ଓ ମିଲେଟ ଖାଦ୍ୟ ଉପରେ ଫୋକସ କରାଯିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe