କନକ ବ୍ୟୁରୋ: ପୁଣି ଆସୁଛି ଲଘୁଚାପ । ୫ ଦିନ ପ୍ରବଳ ବର୍ଷିବ, ୩୦ ରୁ ୪୦ କିଲୋମିଟର ବେଗରେ ବୋହିପାରେ ପବନ

Advertisment

ସ୍ବାୟତ୍ତ ଶାସନ ଦିବସ ଅବସରରେ ମୋହନ ସରକାରଙ୍କ ବଡ ଭେଟି । ବଢ଼ିବ ସହର ସଂଖ୍ୟା, ଘୋଷଣା ହେଲା ୧୬ଟି ନୂଆ ଏନଏସି ଓ ୭ ମ୍ୟୁନିସିପାଲିଟି । ବାଣ ଫୁଟାଇ ପରସ୍ପରକୁ ମିଠା ଖୁଆଇ ଉତ୍ସବ ମନାଇଲେ ଜନତା

ଅନୁଗୁଳ ତାଳଚେରରେ ନିଶାସକ୍ତ ଡ୍ରାଇଭରର ଉନ୍ମତ୍ତ କାଣ୍ଡ । ଗଣେଷ ପୂଜା ଚାଲିଥିବା ବଜାର ଭିତରେ ସିରିଜ ଦୁର୍ଘଟଣା ଘଟାଇଲା କାର ।  ସିସିଟିଭିରେ ଦୁର୍ଘଟଣା ବେଳର ଭିଡ଼ିଓ କଏଦ, ୨୦ରୁ ଊର୍ଦ୍ଧ୍ବ ମେଡିକାଲରେ ଭର୍ତ୍ତି

ଟାରିଫ୍ ବଢ଼ାଇ ଫସିଗଲେ ଟ୍ରମ୍ପ । ଆମେରିକା ଦାଦାଗିରି ବିରୋଧରେ ମେଳି କଲେ ତ୍ରିଶକ୍ତି । ଚୀନର ତିନଜିଆନ ସହରରେ ଭାରତ-ଚୀନ ଓ ରୁଷର ମିଳିତ ରଣନୀତି

ପ୍ରଧାନମନ୍ତ୍ରୀ ମୋଦୀ-ଚୀନ ରାଷ୍ଟ୍ରପତିଙ୍କ ଦ୍ବିପାକ୍ଷିକ ବୈଠକ । ଅନେକ ପ୍ରସଙ୍ଗରେ ଦୁଇ ଦେଶ ମଧ୍ୟରେ ସହମତି, ପୁଣି ଆରମ୍ଭ ହେବ କୈଳାସ ମାନସରୋବର ଯାତ୍ରା । ଫୋକସ୍‌ରେ ୨ ଦେଶର ୨୮୦ କୋଟି ଲୋକଙ୍କ ବିକାଶ

ଶ୍ରୀମନ୍ଦିର ନିକଟରେ ସେବାୟତ ଓ ଅଣସେବାୟତ ମାରପିଟ୍ । ଶ୍ରଦ୍ଧାଳୁଙ୍କ ଦର୍ଶନକୁ ନେଇ ହାତାହାତି ହୋଇଥିବା ସୂଚନା, ଆକ୍ରମଣରେ ସେବାୟତ ଆହତ, ସିଂହଦ୍ବାର ଥାନାରେ ମାମଲା 

ବ୍ରେଟ୍‌ ଲି ଓଡ଼ିଶା ପ୍ରୋ ଟି-୨୦ ଲିଗ୍‌ର ବ୍ରାଣ୍ଡ ଆମ୍ବାସାଡର । ପୂର୍ବତନ ଅଷ୍ଟ୍ରେଲିଆ ଦ୍ରୁତ ବୋଲର ବ୍ରେଟ୍‌ ଲି । ବ୍ରେଟ୍‌ ଲିଙ୍କ ସହ ଦେବାଶିଷ ମହାନ୍ତି ବି ହେବେ ବ୍ରାଣ୍ଡ ଆମ୍ବାସାଡର । OCAର ଏକ ସ୍ବତନ୍ତ୍ର  ସାଧାରଣ ସଭାରେ ଘୋଷଣା

ଏସିଆ କପ୍‌ ହକିରେ ଭାରତର ଦମ୍‌ଦାର ପ୍ରଦର୍ଶନ । ଜାପାନ୍‌କୁ ୩-୨ ଗୋଲ୍‌ରେ ହରାଇଲା ଭାରତ

ଅଭିଜିତ୍‌ ମଜୁମଦାର ଅସୁସ୍ଥ । କଟକ ସିଡିଏସ୍ଥିତ ଘରୋଇ ମେଡିକାଲରେ ଭର୍ତ୍ତି, ଲିଭର ଜନିତ ରୋଗରେ ହୋଇଛନ୍ତି ପୀଡ଼ିତ

ସତ୍ୟବିହାର ‘ନୋ ଲିମିଟ' ରେସ୍ତୋରାଁରେ ଗଣ୍ଡଗୋଳ । ରେସ୍ତୋରାଁ ଆସିଥିବା ଯୁବକ ଓ ସିକ୍ୟୁରିଟି ମଧ୍ୟରେ ମାରପିଟ୍ । ଘଟଣାରେ ଉଭୟ ସିକ୍ୟୁରିଟି ଗାର୍ଡ ଓ ଯୁବକ ଆହତ