କନକ ବ୍ୟୁରୋ: ମଙ୍ଗଳବାର ହୋଇଥିଲା, ପୁଣି ଗୁରୁବାର ହେଲା । ରାଜ୍ୟରେ ପୁଣି ୧୩ ଆଇଏଏସ୍‌ଙ୍କ ଅଦଳବଦଳ । ବାରମ୍ବାର ଅଦଳବଦଳକୁ ନେଇ ବଢିଲା ଚର୍ଚ୍ଚା

Advertisment

ବିଜେଡି କର୍ପୋରେଟର ଅମରେଶ ଜେନାଙ୍କ ନାଁରେ ସଙ୍ଗିନ ଅଭିଯୋଗ । ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିବା ଅଭିଯୋଗ । ୨୦୨୩ରୁ ସମ୍ପର୍କ ରଖିଥିବା ନେଇ ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ । ନାବାଳିକା ଥିଲି ବୋଲି ପୀଡ଼ିତା ଏତଲାରେ ଦର୍ଶାଇଲେ । କାର୍ଯ୍ୟାନୁଷ୍ଠାନ ନହେଲେ ଆତ୍ମାହୁତି ଦେବି ବୋଲି ଲେଖିଲେ

ଦିଲ୍ଲୀରେ ବିଜେପି ନେତାଙ୍କ ବୈଠକ । ରାଜ୍ୟରେ ମନ୍ତ୍ରିମଣ୍ଡଳ ସଂପ୍ରାସରଣ ନେଇ ଚାଲିଥାଇପାରେ ଆଲୋଚନା । କିଏ ରହିବେ କିଏ ବାହାରିବେ ପାୱାର କରିଡରରେ ବଢିଲା ଚର୍ଚ୍ଚା 

ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତିଙ୍କୁ ଭେଟିଲେ ରାଜ୍ୟ ବିଜେପି ଟିମ୍‌ । ପ୍ରଭାରୀ ବିଜୟପାଲ୍ ସିଂ ତୋମାର, ସହପ୍ରଭାରୀ ଲତା ଉସେଣ୍ଡି ଭେଟିଲେ । ରାଜ୍ୟ ସଭାପତି ମନମୋହନ ସାମଲ ଓ ସଂଗଠନ ସଂପାଦକ ମାନସ ମହାନ୍ତି ବି ଭେଟିଲେ

ଆସନ୍ତା ୨୪ ଘଣ୍ଟାରେ ସ୍ପଷ୍ଟ ଚିହ୍ନିତ ଲଘୁଚାପ ନେବ ଅବପାତ ରୂପ । ଏନେଇ ସତର୍କ କରାଇଲା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର । ପଶ୍ଚିମ ଉତ୍ତର-ପଶ୍ଚିମ ଦିଗରେ ଗତି କରି ଉତ୍ତର ଓଡ଼ିଶା ମୁହାଁ ହେବ । ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ପ୍ରଭାବ ରହିବା ନେଇ ସୂଚନା ଜାରି

ଓଲ୍ଡ ଟ୍ରାଫୋର୍ଡ ଟେଷ୍ଟରେ ଭାରତ ୩୫୮ ରନ୍‌ରେ ଅଲଆଉଟ୍‌ । ସାଇ ସୁଦର୍ଶନ ୬୧, ଜୟସ୍ୱାଲ ୫୮, ପନ୍ତ ୫୪, ରାହୁଲଙ୍କ ୪୬ ରନ୍‌, ଇଂଲଣ୍ଡ ଅଧିନାୟକ ଷ୍ଟୋକ୍ସଙ୍କୁ ୫ ଓ ଆର୍ଚରଙ୍କୁ ୩ ୱିକେଟ୍‌ ସଫଳତା

ଯନ୍ତ୍ରଣାରେ ଛଟପଟ ହେଉଛନ୍ତି ବଳଙ୍ଗା ପୀଡିତା । ବୟାନ ରେକର୍ଡ ପାଇଁ ଦିଲ୍ଲୀ ଗଲା କ୍ରାଇମବ୍ରାଞ୍ଚ୍‌ । ଛଅ ଦିନ ପରେ ବି ପୁଲିସ ହାତ ଖାଲି । ସେପଟେ ବାଲେଶ୍ୱର ଛାତ୍ରୀ ମାମଲାରେ କ୍ରାଇମବ୍ରାଞ୍ଚର ଖୋଳତାଡ ଜାରି 

ଉପରାଷ୍ଟ୍ରପତି ହେବେ କିଏ । ଏମିତି ଚର୍ଚ୍ଚା ଭିତରେ ବିଜେପିର ସ୍ପଷ୍ଟୋକ୍ତି, ଏନଡିଏରୁ ନୁହେଁ ବରଂ ବିଜେପି ହିଁ ଦେବ ପ୍ରାର୍ଥୀ

ଭାଙ୍ଗିଲା ମନ୍ତ୍ରୀଙ୍କ ମୁହଁ ଫୁଟାଣି ; ଆଳୁ ପାଇଁ ମମତାଙ୍କ ସହ ମୂଲଚାଲ କରିବାକୁ ପ୍ରସ୍ତୁତ ହେଲେ ଯୋଗାଣ ମନ୍ତ୍ରୀ

ଆଜି ଚିତାଲାଗି ଅମାବାସ୍ୟା । ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ମସ୍ତରେ ଲାଗିଲା ହୀରା,ନୀଳା, ମୋତି ଓ ମାଣିକ୍ୟର ଚିତା । ସ୍ବତନ୍ତ୍ର ନୀତି ପାଇଁ ୪ ଘଣ୍ଟା ବନ୍ଦ ଥିଲା ଦର୍ଶନ । ଏବେ ଶ୍ରୀମନ୍ଦିରରେ ଶୃଙ୍ଖଳିତ ଚାଲିଛି ଦର୍ଶନ