ଧରାପଡ଼ିଲା ସେହି ଥାର୍ ଗାଡ଼ି । ଗତକାଲି ଦୁର୍ଘଟଣା ଘଟାଇ କୁନି ଝିଅର ଜୀବନ ନେଇଥିଲେ । ପୁଣି ନମ୍ବର ପ୍ଲେଟ୍ରେ ବୋଳାଯାଇଥିଲା କାଦୁଅ
ଦୁର୍ଘଟଣାରେ କୁନି ଝିଅର ଜୀବନ ଯିବା ପରେ ପାତ୍ରପଡ଼ାରେ ଅଶାନ୍ତି । ଏନ୍ଏଚ୍ରେ ଟାୟାର ଜାଳି ରାସ୍ତା ଅବରୋଧ କଲେ ଉତ୍ତ୍ୟକ୍ତ ଲୋକେ
ପଟ୍ଟାମୁଣ୍ଡାଇ ଛାତ୍ରୀ ମୃତ୍ୟୁ ଘଟଣା । ବୟଫ୍ରେଣ୍ଡକୁ ପଚରାଉଚରା କରୁଛି ପୁଲିସ୍…ସେପଟେ ପରିବାର ଲୋକ ପୁଲିସ୍ ଉପରେ ଆଣିଲେ ପାଲଟା ଅଭିଯୋଗ
କୋରାପୁଟ୍ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ବିଭିନ୍ନ ପ୍ରକଳ୍ପର କଲେ ଉଦଘାଟନ । କାଲି ବାଣ୍ଟିଥିଲେ ସୁଭଦ୍ରା ଟଙ୍କା
ଭୁବନେଶ୍ୱରରେ ପୁଣି ବଧୂ ହତ୍ୟା ଅଭିଯୋଗ I ମଞ୍ଚେଶ୍ୱର ଥାନା ଅଧୀନ ଧିରୁକୁଟି ସାହିର ଏକ ଘର ଭିତରୁ ମିଳିଲା ନବ ଵିବାହିତାଙ୍କ ଝୁଲନ୍ତା ମୃତ ଦେହ I ମୃତକ ହେଉଛନ୍ତି ଭୁବନେଶ୍ୱର ଅନ୍ଧାରୁଆ ଗ୍ରାମର ସୁବାଷ ନାୟକଙ୍କ ଝିଅ ତୃପ୍ତି ନାୟକ
ବିଳମ୍ବିତ ରାତିରେ ୪୫ ନମ୍ବର ୱାର୍ଡରେ ଭଙ୍ଗାରୁଜା କର୍ପୋରେଟର ଅମରେଶ ଜେନାଙ୍କ ଅଫିସରେ ଭଙ୍ଗାରୁଜା ଦୁର୍ବୃତ୍ତଙ୍କ ଟେକା ମାଡ଼ରେ ୱାର୍ଡ ଅଫିସର ଭାଙ୍ଗିଲା ଝରକା ସିସିଟିଭି ଫୁଟେଜ ଯାଞ୍ଚ କରି ପୋଲିସର ତଦନ୍ତ
ଗଞ୍ଜାମ IREରେ ଡିସାଲିନେସନ ପ୍ଲାଣ୍ଟର ଶୁଭାରମ୍ଭ । ଶୁଭାରମ୍ଭ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସମୁଦ୍ର ଜଳରୁ ଲବଣକୁ ଅପସାରଣ କରିବ ଏହି ପ୍ଲାଣ୍ଟ
କୋରାପୁଟରେ କଂଗ୍ରେସ ନେତା ଓ କର୍ମୀ ଅଟକ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରି କଳାପତାକା ଦେଖାଇଥାନ୍ତେ, ବିରୋଧ ପ୍ରଦର୍ଶନ ପୂର୍ବରୁ ଉଠାଇ ନେଲା ପୁଲିସ୍
ଓଡ଼ିଶାରେ ବିଶ୍ବସ୍ତରୀୟ କ୍ରୀଡ଼ା ମହାକୁମ୍ଭ । ପ୍ରଥମଥର ଭାରତରେ ୱାର୍ଲ୍ଡ ଆଥଲେଟିକ୍ସ କଣ୍ଟିନେଣ୍ଟାଲ୍ ଟୁର୍ ବ୍ରୋଞ୍ଜ । ୧୭ ଦେଶର ମୋଟ ୧୬୦ ପ୍ରତିଯୋଗୀ ଅଂଶଗ୍ରହଣ । ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଟୁର୍ଣ୍ଣାମେଣ୍ଟ ଆୟୋଜନ
ରାଜ୍ୟର ୧୨ ଟି ଜିଲ୍ଲାକୁ ସତର୍କ ରହିବାକୁ ପରାମର୍ଶ । ଆଗାମୀ ୩ ଘଣ୍ଟା ପର୍ଯ୍ୟନ୍ତ ୧୨ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରି ସତର୍କ ରହିବାକୁ ପରାମର୍ଶ ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର
Follow Us