କନକ ବ୍ୟୁରୋ: ଏମ୍ସରେ ଚିକିତ୍ସାଧୀନ ବାଲେଶ୍ୱର ପୀଡ଼ିତା । ୯୮% ଅକ୍ସିଜେନ ସପୋର୍ଟରେ ଭେଣ୍ଟିଲେଟରରେ ଚିକିତ୍ସା ଜାରି । ସ୍ବାସ୍ଥାବସ୍ଥାରେ କୌଣସି ପରିବର୍ତ୍ତନ ହୋଇନଥିବା କହିଲେ ପୀଡ଼ିତାଙ୍କ ବାପା
ବାଲେଶ୍ବର ଛାତ୍ରୀ ପୋଡ଼ି ହେବା ଘଟଣା । ଗ୍ରାଉଣ୍ଡରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କଲା ତଦନ୍ତକାରୀ କମିଟି । ଖୁବଶୀଘ୍ର ସରକାରଙ୍କୁ ଦିଆଯିବ ରିପୋର୍ଟ
ବାରମ୍ବାର ଅଭିଯୋଗ ପରେ ବି ପ୍ରଶାସନ ଶୁଣିଲାନି । ଶେଷରେ ନିଜ ଦେହରେ ନିଜେ ନିଆଁ ଲଗାଇଦେଲେ ପୀଡ଼ିତା । ସରକାରଙ୍କୁ ଜୋରଦାର ଘେରିଲେ ବିଜେଡି ଓ କଂଗ୍ରେସ
ରାତିସାରା ରାମ ମନ୍ଦିର ଆଗରେ ଛାତ୍ର କଂଗ୍ରେସ ଜାଳିଲା ଦୀପ । ସୌମ୍ୟାଶ୍ରୀଙ୍କ ଆଶୁ ଆରୋଗ୍ୟ କାମନା ପାଇଁ ପ୍ରାର୍ଥନା କଲେ ଛାତ୍ର କଂଗ୍ରେସର ନେତା
୨ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏମ୍ସ ସମାବର୍ତ୍ତନ ଉତ୍ସବରେ ଯୋଗ ଦେବେ । ଆସନ୍ତାକାଲି ରେଭେନ୍ସା ବିଶ୍ବବିଦ୍ୟାଳୟରେ ରହିଛି କାର୍ଯ୍ୟକ୍ରମ । ଟ୍ବିନସିଟିରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି
ଯୋଡ଼ା ଲଘୁଚାପର ପ୍ରଭାବ । ଦୁଇ ଦିନ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା । ଆଜି ପାଇଁ ୬ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି
ପୁଣି ସାମ୍ନାକୁ ଆସିଲା ଯୌତୁକ ଜନିତ ହତ୍ୟା । ଗଞ୍ଜାମରୁ ସାମ୍ନାକୁ ଆସିଲା ଭୟଙ୍କର ଘଟଣା । ଅର୍ଦ୍ଧଦଗ୍ଧ ଅବସ୍ଥା ମେଡିକାଲରେ ଚିକିତ୍ସାଧୀନ ବୋହୂ
ଆଜି ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର ଛାଡ଼ିବେ ଶୁଭାଂଶୁ ଶୁକ୍ଲା ଓ ଅନ୍ୟ ମହାକାଶଚାରୀ । ଅପରାହ୍ନ ୪ଟା ୩୫ରୁ ଆରମ୍ଭ ହେବ ଅନଡକିଂ ପ୍ରକ୍ରିୟା । ଜୁଲାଇ ୧୫ ତାରିଖରେ ପ୍ରଶାନ୍ତ ମହାସାଗରରେ କରିବେ ଅବତରଣ