କନକ ବ୍ୟୁରୋ: ସୋମବାର ରେଭେନ୍ସାରେ ବସିବ ଆଇସିସି ବୈଠକ । ୟୁଜିସି ଗାଇଡ୍‌ଲାଇନ୍‌ ଅନୁସାରେ ବୈଠକ ହେବା ନେଇ ସୂଚନା

Advertisment

ଆମ ବସ୍‌କୁ ନେଇ ପ୍ରଶ୍ନ ଉଠାଇଲେ ହାଇକୋର୍ଟ । ଜୁଲାଇ ୨୪ ସୁଦ୍ଧା ଲିଖିତ ଭାବରେ ସବୁ ଜଣାଇବାକୁ ନିର୍ଦ୍ଦେଶ ଦେଲେ କୋର୍ଟ

ଛତିଶଗଡ଼ ଅବୁଝମାଡ଼ ଜଙ୍ଗଲରେ ଏନକାଉଣ୍ଟର । ଯବାନଙ୍କ ଗୁଳିରେ ୬ ମାଓବାଦୀ ନିହତ । ଲାଲବାହିନୀ ପ୍ରଥମେ ଗୁଳି କରିବା ପରେ ପାଲଟା ଜବାବ ଦେଇଥିଲେ ଯବାନ ।  ଘଟଣାସ୍ଥଳରୁ ଏକେ ୪୭ ଓ ଏସଏଲଆର୍ ବନ୍ଧୁକ ଜବତ

ନେପାଳରେ ଟେଲିଗ୍ରାମ୍‌ ଆପ୍‌ ବ୍ୟାନ୍‌ । ଆଉ ସେଠାରେ ଚାଲିବନି ଟେଲିଗ୍ରାମ୍‌ ଆପ୍‌…ବଢିଲା ଚର୍ଚ୍ଚା ଭାରତରେ କିଛି ନିଷ୍ପତ୍ତି ନେବେ ବି ସରକାର ?

ବିହାର ନିର୍ବାଚନ ପୂର୍ବରୁ ଲାଲୁଙ୍କ ପୁଅ ତେଜପ୍ରତାପଙ୍କୁ ନେଇ ବଢିଲା ଚର୍ଚ୍ଚା । ବେଦଖଲ ହେବା ପରେ ନୂଆ ଦଳ ଗଢିବା ନେଇ ସୃଷ୍ଟି ହେଲା ସମ୍ଭାବନା

ଦିଲ୍ଲୀ ଦେଖିଲା ଓଡ଼ିଆ ଫିଲ୍ମ ନବକଳେବର । ଖୋଦ୍‌ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଖିଲେ ଫିଲ୍ମ 

ପୁଣି ଚର୍ଚ୍ଚାରେ ବାଲେଶ୍ୱର ଏଫ୍‌ଏମ୍‌ କଲେଜ । ଛାତ୍ରୀଙ୍କ ଅଭିଯୋଗ ପରେ ଆଇସିସି କମିଟି କି ରିପୋର୍ଟ ଦେଇଥିଲା ସେନେଇ କନକ ନ୍ୟୁଜ୍‌ର ଏକ୍ସକ୍ଲୁସିଭ୍‌ ରିପୋର୍ଟ । ଏହା ପରେ ବି କାହିଁକି ଏମିତି ହେଲା ବଢିଲା ଚର୍ଚ୍ଚା

କାଲିଠୁ ଆରମ୍ଭ ହେବ ଚାଷୀ ପଞ୍ଜୀକରଣ । ସମବାୟ ବିଭାଗ ପକ୍ଷରୁ ବିଜ୍ଞପ୍ତି ପରେ ଚାଷୀଙ୍କ ଭିତରେ ଉତ୍ସାହ । କିନ୍ତୁ ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠାଇଲେ ଚାଷୀ ନେତା । ସଂଖ୍ୟା କମିବା ଆଶଙ୍କା…

୨୩ ତାରିଖ ବେଳକୁ ଉତ୍ତର ବଙ୍ଗୋପସାଗର ଅଞ୍ଚଳରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା । ପ୍ରଭାବରେ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା । ଏପଟେ ବ୍ରାହ୍ମଣୀ ଓ ସୁବର୍ଣ୍ଣରେଖାରେ ବନ୍ୟା କରୁଛି କଲବଲ 

ବ୍ରହ୍ମପୁରରେ ପରୀକ୍ଷା ମୂଳକ ଭାବେ ଆରମ୍ଭ ହେଲା କେରଳ ପାଠପଢ଼ା ପଦ୍ଧତି । ଶ୍ରେଣୀଗୃହରେ ଅର୍ଦ୍ଧ ବୃତ୍ତାକାରରେ ବସିଲେ ଛାତ୍ରଛାତ୍ରୀ । ଶିକ୍ଷାବିତ୍‌ କହିଲେ, ଶିକ୍ଷାର ମାନ ବୃଦ୍ଧି ପାଇଁ ଭିତ୍ତିଭୂମି ସୁଦୃଢ଼ ଓ ପୂରଣ କରାଯାଉ ଖାଲିଥିବା ଶିକ୍ଷକ ପଦବୀ