କନକ ବ୍ୟୁରୋ: କୋରାପୁଟରେ ଭୟଙ୍କର ଦୁର୍ଘଟଣା । ମଝି ରାସ୍ତାରେ ଦୁଇ କର୍‌ ମଧ୍ୟରେ ମୁହାଁମୁହିଁ ଧକ୍କା । ୪ ଜଣଙ୍କର ମୃତ୍ୟୁ, ଧକ୍କା ଦେଇ ରାସ୍ତାକଡ଼କୁ ଓଲଟି ପଡ଼ିଲା କାର୍‌

Advertisment

ଏମ୍ସର ବର୍ଣ୍ଣ ୟୁନିଟ୍‌ରେ ଚାଲିଛି ବଳଙ୍ଗା ଯୁବତୀଙ୍କ ଚିକିତ୍ସା । ଏବେ ବି ଅବସ୍ଥା ସଂକଟାପନ୍ନ । ୪୭ ଘଣ୍ଟା ପୀଡ଼ିତାଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି ଗତକାଲି କହିଥିଲେ ଡାକ୍ତର 

ବଳଙ୍ଗା ଘଟଣାକୁ ନେଇ ଏମ୍ସ ପରିସରରେ ହାଇଡ୍ରାମା । ଶାସକ- ବିରୋଧୀ ମୁହାଁମୁହିଁ । ସ୍ଥିତି ଉତ୍ତେଜନାପୂର୍ଣ୍ଣ ହେବାରୁ ପୁଲିସ୍‌ ଜାରି କଲା ବିଏନ୍‌ଏସ୍‌ ୧୬୩

ଏଫ୍‌ଏମ୍‌ କଲେଜ ଛାତ୍ରୀ ଆତ୍ମାହୁତି ମାମଲା । ଆଜି ବି କ୍ରାଇମବ୍ରାଞ୍ଚ ଓ ୟୁଜିସି ଫ୍ୟାକ୍ଟ ଫାଇଣ୍ଡିଙ୍ଗ ଟିମ୍ କରିବ ତଦନ୍ତ । ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ମିଳିଥିବା ସୂଚନା

ସ୍ଥଗିତ ରହିଲା ସ୍ପେଶାଲ ଓଟିଇଟି ପରୀକ୍ଷା । ପରବର୍ତ୍ତୀ ବିଜ୍ଞପ୍ତି ପର୍ଯ୍ୟନ୍ତ ପେପର ୱାନ ଓ ପେପର ଟୁ ପରୀକ୍ଷା ସ୍ଥଗିତ । ୭୫ ହଜାରରୁ ଅଧିକ ଶିକ୍ଷକ ନିରାଶ

ବାଲେଶ୍ୱର ଏଫ୍‌ଏମ୍‌ କଲେଜ ଛାତ୍ରୀ ଆତ୍ମାହୁତି ମାମଲା । ଚତୁର୍ଥ ଦିନରେ କ୍ରାଇମ୍‌ବ୍ରାଞ୍ଚ ଟିମ୍‌ର ଖୋଳତାଡ଼ ଜାରି, ଆଜି ବାଲେଶ୍ୱର ଯିବେ କ୍ରାଇମ୍‌ବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର

ଭାରତ-ପାକିସ୍ତାନ ଲିଜେଣ୍ଡସ୍‌ ଲିଗ୍‌ ମ୍ୟାଚ୍ ବାତିଲ୍‌ । ୱାଲ୍ଡ ଚାମ୍ପିଅନସିପ୍ ଅଫ୍ ଲିଜେଣ୍ଡସ୍ (WCL) ମ୍ୟାଚ୍ ରଦ୍ଦ । ମ୍ୟାଚ୍‌ ବାତିଲ୍ ନେଇ ଆୟୋଜକଙ୍କ ପକ୍ଷରୁ ଘୋଷଣା

ପୂରା ରାଜ୍ୟରେ ଲଘୁଚାପର ପ୍ରଭାବ । ରାଜ୍ୟରେ ଆହୁରି ୫ ଦିନ ଯାଏଁ ବର୍ଷା ସମ୍ଭାବନା; ୨୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଆସନ୍ତାକାଲିଠୁ ସଂସଦର ମୌସୁମୀ ଅଧିବେଶନ । ଆଜି ନୂଆଦିଲ୍ଲୀରେ ବସିବ ସର୍ବଦଳୀୟ ବୈଠକ । ସଂସଦୀୟ ବ୍ୟାପାର ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବୈଠକ, ଅଧିବେଶନରେ ୮ଟି ବିଲ୍‌ ଆଗତ ହେବା ସମ୍ଭାବନା 

ଭୂମିକମ୍ପ ଝଟ୍‌କାରେ ଥରିଲା ଇରାନ୍, ତାଜିକିସ୍ତାନ । ଇରାନ୍‌ରେ ଭୂମିକମ୍ପର ତୀବ୍ରତା ୫.୬ ରେକର୍ଡ, ତାଜିକିସ୍ତାନରେ ରିକ୍ଟର ସ୍କେଲ୍‌ରେ ତୀବ୍ରତା ୪.୫ । ଆସାମର ନାଗାୱ ଜିଲ୍ଲାରେ ବି ଭୂକମ୍ପ ଅନୁଭୂତ