ଆଜି ଶପଥ ନେବେ ହେମନ୍ତ ସୋରେନ୍ । ଶପଥ ସମାରୋହରେ ସାମିଲ ହେବେ ରାହୁଲ, ପାୱାର, ମମତା

Advertisment

ଆଜି ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ହେମନ୍ତ ସୋରେନ୍। ଅପରାହ୍ନରେ ରାଞ୍ଚିର ମୋରହାବାଦୀ ମୈଦାନରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ

ଆଜି ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ହେମନ୍ତ ସୋରେନ୍। ଅପରାହ୍ନରେ ରାଞ୍ଚିର ମୋରହାବାଦୀ ମୈଦାନରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ

soren 111

କନକ ବ୍ୟୁରୋ: ଆଜି ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ହେମନ୍ତ ସୋରେନ୍। ଅପରାହ୍ନରେ ରାଞ୍ଚିର ମୋରହାବାଦୀ ମୈଦାନରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ। ଝାଡ଼ଖଣ୍ଡର ୧୪ ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ହେମନ୍ତ ସୋରେନ୍। ଏଥିରେ ରାହୁଲ ଗାନ୍ଧୀ, ଶରଦ ପାୱାର ଓ ମମତା ବାନାର୍ଜୀଙ୍କ ସମେତ ଇଣ୍ଡିଆ ମେଣ୍ଟର ଅନେକ ବରିଷ୍ଠ ନେତା ସାମିଲ ହେବେ। କିଛି ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ମଧ୍ୟ ଶପଥ ଉତ୍ସବରେ ଯୋଗଦେବେ। ଶପଥ ନେବା ପୂର୍ବରୁ ଟ୍ବିଟ୍ କରି ହେମନ୍ତ ସୋରେନ କହିଛନ୍ତି ଆଜିର ଦିନ ଐତିହାସିକ ହେବ। ସୂଚନା ଅନୁସାରେ ହେମନ୍ତ ସୋରେନ୍‌ ଆଜି ଏକୁଟିଆ ଶପଥ ନେଇପାରନ୍ତି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe