ଅଲଜ୍ଜା ପାକିସ୍ତାନ: ସୀମାରେ ପୁଣି କଲା ଜୋରଦାର ଗୁଳିଗୋଳା ବର୍ଷଣ!

Advertisment

ଭାରତ-ପାକିସ୍ତାନ ମଧ୍ୟରେ ୮୬ ଘଣ୍ଟା ଧରି ଚାଲିଥିବା ଯୁଦ୍ଧ ଆଜି ୫ଟାରେ ଶେଷ ହୋଇଥିଲା । ହେଲେ ଏହାର ୪ ଘଣ୍ଟା ପରେ ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଂଘନ କରିଛି ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି ।

ଭାରତ-ପାକିସ୍ତାନ ମଧ୍ୟରେ ୮୬ ଘଣ୍ଟା ଧରି ଚାଲିଥିବା ଯୁଦ୍ଧ ଆଜି ୫ଟାରେ ଶେଷ ହୋଇଥିଲା । ହେଲେ ଏହାର ୪ ଘଣ୍ଟା ପରେ ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଂଘନ କରିଛି ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି ।

scswd

Photograph: (kanak news)

କନକ ବ୍ୟୁରୋ: ଭାରତ-ପାକିସ୍ତାନ ମଧ୍ୟରେ ୮୬ ଘଣ୍ଟା ଧରି ଚାଲିଥିବା ଯୁଦ୍ଧ ଆଜି ୫ଟାରେ ଶେଷ ହୋଇଥିଲା । ହେଲେ ଏହାର ୪ ଘଣ୍ଟା ପରେ ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଂଘନ କରିଛି ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ପାକିସ୍ତାନ ସୀମା ପଟୁ ଗୁଳିଗୋଳା ବର୍ଷଣ କରୁଛି ପାକିସ୍ତାନ । ସେହିପରି ବାରାମୁଲାରେ ଏକ ସନ୍ଦିଗ୍ଧ ଡ୍ରୋନ ବିସ୍ଫୋରଣ ହୋଇଥିବା କୁହାଯାଉଛି । 

ଶ୍ରୀନଗରରେ ବି ଶୁଭିଲା ଭୟଙ୍କର ବିସ୍ଫୋରଣ । ବିଭିନ୍ନ ସ୍ଥାନରେ ବି ବିସ୍ଫୋରଣ ଶବ୍ଦ ଶୁଭିଥିବା ସୂଚନା ମିଳିଛି । ସେହିପରି ଜାମ୍ମୁ କାଶ୍ମୀର ମୁଖ୍ୟମନ୍ତ୍ରୀ ବି ଏନେଇ ସୋସିଆଲମିଡିଆରେ ପୋଷ୍ଟ କରି ସୂଚନା ଦେଇଛନ୍ତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe