ପୁରୀ ବଡ଼ଦାଣ୍ଡରେ ଜମିଲା ଆଣ୍ଠୁଏ ଉଚ୍ଚର ପାଣି । ଅସ୍ତବ୍ୟସ୍ତ ପୁରୀ ବାସିନ୍ଦା

Advertisment

ପୁରୀରେ କାଲିଠୁ ଛେଚୁଛି ବର୍ଷା । ପ୍ରବଳ ବର୍ଷାରେ ଅସ୍ତବ୍ୟସ୍ତ ପୁରୀ ବାସିନ୍ଦା । ଆଜି ସକାଳୁ ବଡ଼ଦାଣ୍ଡରେ ଆଣ୍ଠୁଏ ଉଚ୍ଚର ପାଣି ଜମିଥିବାର ଦେଖିବାକୁ ମଳିଛି ।

ପୁରୀରେ କାଲିଠୁ ଛେଚୁଛି ବର୍ଷା । ପ୍ରବଳ ବର୍ଷାରେ ଅସ୍ତବ୍ୟସ୍ତ ପୁରୀ ବାସିନ୍ଦା । ଆଜି ସକାଳୁ ବଡ଼ଦାଣ୍ଡରେ ଆଣ୍ଠୁଏ ଉଚ୍ଚର ପାଣି ଜମିଥିବାର ଦେଖିବାକୁ ମଳିଛି ।

31ପପ

କନକ ବ୍ୟୁରୋ : ପୁରୀରେ କାଲିଠୁ ଛେଚୁଛି ବର୍ଷା । ପ୍ରବଳ ବର୍ଷାରେ ଅସ୍ତବ୍ୟସ୍ତ ପୁରୀ ବାସିନ୍ଦା । ଆଜି ସକାଳୁ ବଡ଼ଦାଣ୍ଡରେ ଆଣ୍ଠୁଏ ଉଚ୍ଚର ପାଣି ଜମିଥିବାର ଦେଖିବାକୁ ମଳିଛି । ପ୍ରବଳ ବର୍ଷା ଫଳରେ ପର୍ଯ୍ୟଟକ ମଧ୍ୟ ସମସ୍ୟାରେ ପଡ଼ୁଥିବା ଦେଖିବାକୁ ମିଳିଛି । ଆଜି ପୁରୀ ସମେତ ରାଜ୍ୟର ୧୩ ଟି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ନେଇ ୟେଲୋ ୱାର୍ଣ୍ଣିଙ୍ଗ ଜାରି କରିଛି ପାଣିପାଭ ବିଭାଗ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe