କନକ ବ୍ୟୁରୋ : ଟ୍ବିନ୍ସିଟିରେ ପ୍ରବଳ ବର୍ଷା । କଟକ ଓ ଭୁବନେଶ୍ବରରେ ପ୍ରବଳ ବର୍ଷା ନେଇ ଆଲର୍ଟ ଜାରି । ବିଜୁଳି ଘଡଘଡି ସହ ଲାଗି ରହିଛି ବର୍ଷା । ତିନି ଘଣ୍ଟା ପାଇଁ ସତର୍କ କରାଇଲା ପଣିପାଗ ବିଭାଗ । ଚଳିତ ବର୍ଷ ସ୍ବାଭାବିକ ରହିବ ମୌସୁମୀ । ଦକ୍ଷିଣ ପଶ୍ଚିମ ମୌସୁମୀ ପାଇଁ IMD ପୂର୍ବାମାନ କରିଛି ।
ଜୁନ୍ ମାସରେ ରାଜ୍ୟରେ ସ୍ବାଭାବିକ ଠାରୁ ଅଧିକ ବର୍ଷା ହେବ । ଜୁଲାଇ-ଅଗଷ୍ଟରେ ଉପକୂଳ ଓ ଉତ୍ତର ଓଡ଼ିଶାରେ କମ୍ ବର୍ଷା ହେବ। ସେପ୍ଟେମ୍ବରରେ ଦକ୍ଷିଣ ଓଡ଼ିଶାରେ ଭଲ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/04/15/C0kNxQGyxbV0rsLwkASv.jpg)