କନକ ବ୍ୟୁରୋ: ପ୍ରବଳ ବର୍ଷା ନେଇ ଆଗାମୀ ୩ ଘଣ୍ଟା ପାଇଁ ଚେତାବନୀ । ରାଜ୍ୟର ୪ ଜିଲ୍ଲାକୁ ବର୍ଷା ନେଇ ସତର୍କତା ଜାରି । ରାଜ୍ୟରେ ୪ ଜିଲ୍ଲାକୁ ବର୍ଷା ନେଇ ଚେତାବନୀ । ଭଦ୍ରକ, ବାଲେଶ୍ୱର, କେନ୍ଦ୍ରାପଡା ଓ ଜଗତସିଂହପୁରରେ ପ୍ରବଳ ବର୍ଷିବ । ୩୦ରୁ ୪୦ କିମି ବେଗରେ ବହିପାରେ ପବନ । ଆଞ୍ଚଳିକ ପାଣିପାଗ ବିଭାଗର ସତର୍କ ସୂଚନା ।
ଆରମ୍ଭ ହୋଇଗଲାଣି ବାତ୍ୟାର ପ୍ରଭାବ। ପାରାଦୀପରେ ଦେଖିବାକୁ ମିଳିଲାଣି ପ୍ରଭାବ। ବାତ୍ୟା ପ୍ରଭାବରେ ଆରମ୍ଭ ହୋଇଗଲାଣି ବର୍ଷା, ପବନ। ପାରାଦୀପ ଠାରୁ ପ୍ରାୟ ୫୦୦ କିମି ଦୂରରେ ରହିଛି ବାତ୍ୟା ଦାନା।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/27/2025-12-27t123421491z-506359015_3114607832035873_6253119802954867050_n-2025-12-27-18-04-21.jpg)
/kanak/media/media_files/2024/10/23/Ttpa8LJfUt7GioMcNjf1.jpg)