କନକ ବ୍ୟୁରୋ : ଦାନାର ପ୍ରଭାବରେ ପ୍ରବଳରୁ ଅତି ପ୍ରବଳ ବର୍ଷା । କେନ୍ଦ୍ରାପଡା, ପୁରୀ, ଭଦ୍ରକରେ ପ୍ରବଳ ବର୍ଷା ହେଉଥିବାବେଳେ ପାରାଦୀପରେ ୫୧ ଓ ଚାନ୍ଦବାଲିରେ ୩୯ ମିଲିମିଟର ବର୍ଷା ରେକର୍ଡ ରହିଛି ଏବଂ ୧୮ ଜିଲ୍ଲାରେ ବର୍ଷା ହେବା ସମ୍ଭାବନା ନେଇ ପାଣିପାଗ ବିଭାଗ ସୂଚନା ଦେଇଛି । ଭୀଷଣ ରୂପରେ ଆସୁଥିବା 'ଦାନା' ପ୍ରଭାବରେ ଉତ୍ତର ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ଅତିରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ସୂଚନା ଅନୁସାରେ ବାତ୍ୟା ଦାନା ଲ୍ୟାଣ୍ଡଫଲ କରିବା ପରେ ସାମାନ୍ୟ ରିକର୍ଭ କରିବ। ଏହା ପ୍ରଭାବରେ ବର୍ଷାର ପରିମାଣ ବି ବୃଦ୍ଧି ପାଇବ ।
ଦାନାର ପ୍ରଭାବରେ ପ୍ରବଳ ବର୍ଷା ,୧୮ ଜିଲ୍ଲାରେ ବର୍ଷା ସମ୍ଭାବନା
ଦାନାର ପ୍ରଭାବରେ ପ୍ରବଳରୁ ଅତି ପ୍ରବଳ ବର୍ଷା । କେନ୍ଦ୍ରାପଡା, ପୁରୀ, ଭଦ୍ରକରେ ପ୍ରବଳ ବର୍ଷା ହେଉଥିବାବେଳେ ପାରାଦୀପରେ ୫୧ ଓ ଚାନ୍ଦବାଲିରେ ୩୯ ମିଲିମିଟର ବର୍ଷା ରେକର୍ଡ ରହିଛି ଏବଂ ୧୮ ଜିଲ୍ଲାରେ ବର୍ଷା ହେବା ସମ୍ଭାବନା ନେଇ ପାଣିପାଗ ବିଭାଗ ସୂଚନା ଦେଇଛି ।
/kanak/media/media_files/2024/10/24/HG5XGzsuRk5Iekxp6fda.jpg)
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)