ଟ୍ରେଣ୍ତରେ ବାଟିକ୍ ପ୍ରିଣ୍ଟ, ମହିଳା ଓ ଯୁବତୀଙ୍କ ପ୍ରଥମ ପସନ୍ଦ

Advertisment

ଘରେ ଘରେ ପରିଚିତ ବାଟିକ୍ ପ୍ରିଣ୍ଟ ଶାଢୀ ଓ ଡ୍ରେସ୍‌ । ହାତ ବୁଣା ସୂତା ବେଶ୍ ନରମ ଓ ଦୀର୍ଘସ୍ଥାୟୀ । ତା ସାଙ୍ଗକୁ କଲର କମ୍ୱିନେସନ୍‌ ବେଶ୍ ଆକର୍ଷଣୀୟ ଲାଗୁଛି । ଯଦିଓ ଏହାର ସୀମିତ ଡିଜାଇନ୍ ରହିଥାଏ, କିନ୍ତୁ ଏହାର ଚାହିଦା ଢ଼େର ।

ଘରେ ଘରେ ପରିଚିତ ବାଟିକ୍ ପ୍ରିଣ୍ଟ ଶାଢୀ ଓ ଡ୍ରେସ୍‌ । ହାତ ବୁଣା ସୂତା ବେଶ୍ ନରମ ଓ ଦୀର୍ଘସ୍ଥାୟୀ । ତା ସାଙ୍ଗକୁ କଲର କମ୍ୱିନେସନ୍‌ ବେଶ୍ ଆକର୍ଷଣୀୟ ଲାଗୁଛି । ଯଦିଓ ଏହାର ସୀମିତ ଡିଜାଇନ୍ ରହିଥାଏ, କିନ୍ତୁ ଏହାର ଚାହିଦା ଢ଼େର ।

34

କନକ ବ୍ୟୁରୋ : ଶାଢ଼ୀ ହେଉ ଡ୍ରେସ୍ କପଡା ବା ବିଛଣା ଚାଦର ସବୁବେଳେ ଟ୍ରେଣ୍ତରେ ରହିଛି । ଘରେ ଘରେ ପରିଚିତ ବାଟିକ୍ ପ୍ରିଣ୍ଟ ଶାଢୀ ଓ ଡ୍ରେସ୍‌ । ହାତ ବୁଣା ସୂତା ବେଶ୍ ନରମ ଓ ଦୀର୍ଘସ୍ଥାୟୀ । ତା ସାଙ୍ଗକୁ କଲର କମ୍ୱିନେସନ୍‌ ବେଶ୍ ଆକର୍ଷଣୀୟ ଲାଗୁଛି । ଯଦିଓ ଏହାର ସୀମିତ ଡିଜାଇନ୍ ରହିଥାଏ, କିନ୍ତୁ ଏହାର ଚାହିଦା ଢ଼େର । ହେଲେ ବାଟିକ୍‌ ପ୍ରିଣ୍ଟ ଶାଢ଼ି କିଣିବାକୁ ମହିଳା ବେଶୀ ଆଗ୍ରହୀ । 

ଡ୍ରେସ୍ କପଡ଼ା, ପଞ୍ଜାବୀ, ସିଲ୍କ, ଟସର ଓ ସୂତାରେ ବୁଣା ବାଟିକ ଶାଢ଼ିର ସ୍ଵତନ୍ତ୍ର ପରିଚୟ ରହିଛି । ଉନ୍ନତ ମାନର ସୂତା ଓ ହାତ ବୁଣା ପାଇଁ ଏହାର ଦାମ୍ ଅଧିକ ରହିଥାଏ । ବାଟିକ୍ ସୂତା ଶାଢ଼ି ୯ଶହ ଟଙ୍କା , ସିଲ୍କ୍‌ ଶାଢ଼ିର ଦାମ୍‌ ୫ ହଜାର ଉପରେ ରହିଥିବା ବେଳେ, ଚାଦରର ଦାମ୍‌ ୨ ହଜାରରୁ ୨୫ଶହ ଟଙ୍କା ପର୍ଯ୍ୟନ୍ତ ରହିଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe