କୋଲ୍ଡଡ୍ରିଙ୍କସ୍ ପିଉଥିଲେ ସାବଧାନ ; ହୋଇପାରେ ଏସବୁ ସାଂଘାତିକ ସମସ୍ୟା…

ଆଜିକାଲି କୋଲ୍ଡଡ୍ରିଙ୍କସ୍ ପିଇବା ପିଲାଙ୍କଠାରୁ ବୟସ୍କ ସମସ୍ତଙ୍କର ଅଭ୍ୟାସରେ  ପଡ଼ିଲାଣି । କିନ୍ତୁ ଏହାକୁ ବାରମ୍ବାର ପିଇଲେ ଶରୀର ପ୍ରତି ଯେ ବିପଦକୁ ନିମନ୍ତ୍ରଣ କରିବା କଥା ସେକଥା ପ୍ରତି ଅନେକ ସଚେତନ ନୁହଁନ୍ତି ।

62

 କନକ ବ୍ୟୁରୋ:  ଆଜିକାଲି କୋଲ୍ଡଡ୍ରିଙ୍କସ୍ ପିଇବା ପିଲାଙ୍କଠାରୁ ବୟସ୍କ ସମସ୍ତଙ୍କର ଅଭ୍ୟାସରେ  ପଡ଼ିଲାଣି । କିନ୍ତୁ ଏହାକୁ ବାରମ୍ବାର ପିଇଲେ ଶରୀର ପ୍ରତି ଯେ ବିପଦକୁ ନିମନ୍ତ୍ରଣ କରିବା କଥା ସେକଥା ପ୍ରତି ଅନେକ ସଚେତନ ନୁହଁନ୍ତି । ହାବାର୍ଡ ୟୁନିଭର୍ସଟିର ଏକ ଏଲକ୍ସପର୍ଟ ଟିମ୍ ଏହା ଉପରେ ଏକ ପରୀକ୍ଷା ତଥା ସର୍ଭେ କରିଥିଲେ ଏବଂ ରିପୋର୍ଟରେ ଉଲ୍ଲେଖ କଲେ; 

ସଫ୍ଟ ଡ୍ରିଙ୍କସ୍  ଶରୀର ପାଇଁ ହାନିକାରକ
ବଢ଼ିପାରେ ହାର୍ଟଆଟାକ୍ ଆଶଙ୍କା 
ସଫ୍ଟ ଡ୍ରିଙ୍କସ୍ ପିଇବାର ୨୦ ମିନିଟ ପରେ ରକ୍ତଚାପ ବୃଦ୍ଧି ପାଇଥାଏ
ଦେଖାଦେଇପାରେ ’ଅଲଜାଇମର ସମସ୍ୟା’ ,ଯେଉଁଥିରେ ଭୁଲିଯିବାର ସମସ୍ୟା ଦେଖାଦିଏ
ମୋଟାପଣ ସମସ୍ୟାକୁ ବଢ଼ାଇଥାଏ
ବ୍ଲଡ୍ ସୁଗାର ମାତ୍ରା ବଢ଼ିଯାଏ
 ଶରୀରର ହାଡ଼ ମଧ୍ୟ ପ୍ରଭାବିତ ହେବାର ଆଶଙ୍କା ଥାଏ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe