ଚାଲିଛି ପ୍ରଶାସନର ଅଭିଯୋଗ ଶୁଣାଣି : ହେଲେ ମୋବାଇଲରେ ବ୍ୟସ୍ତ ବାବୁ, ବାବୁଆଣୀ

Advertisment

ଚାଲିଛି ପ୍ରଶାସନର ଅଭିଯୋଗ ଶୁଣାଣି । ହେଲେ, ସାର୍ ଓ ମାଡାମ୍‌ମାନେ ମୋବାଇଲରେ ବ୍ୟସ୍ତ। ନିଜ ନିଜ ସମସ୍ୟା ନେଇ ଗୋଟିଏ ପଟେ ଲାଇନ୍ ଲଗେଇଛନ୍ତି ଲୋକ

ଚାଲିଛି ପ୍ରଶାସନର ଅଭିଯୋଗ ଶୁଣାଣି । ହେଲେ, ସାର୍ ଓ ମାଡାମ୍‌ମାନେ ମୋବାଇଲରେ ବ୍ୟସ୍ତ। ନିଜ ନିଜ ସମସ୍ୟା ନେଇ ଗୋଟିଏ ପଟେ ଲାଇନ୍ ଲଗେଇଛନ୍ତି ଲୋକ

58

Photograph: (kanaknews)

କନକବ୍ୟୁରୋ : ଚାଲିଛି ପ୍ରଶାସନର ଅଭିଯୋଗ ଶୁଣାଣି । ହେଲେ, ସାର୍ ଓ ମାଡାମ୍‌ମାନେ ମୋବାଇଲରେ ବ୍ୟସ୍ତ। ନିଜ ନିଜ ସମସ୍ୟା ନେଇ ଗୋଟିଏ ପଟେ ଲାଇନ୍ ଲଗେଇଛନ୍ତି ଲୋକ ।  ହେଲେ ମୋବାଇଲ ଦେଖିବାରେ ବ୍ୟସ୍ତ ବାବୁ, ବାବୁଆଣୀ । ଏ ହେଉଛି କୋରାପୁଟ ବୋରିଗୁମ୍ମା ପ୍ରଶାସନ ତରଫରୁ ଆୟୋଜିତ ଜନଶୁଣାଣି ଦୃଶ୍ୟ  । 

 ଆଉ ଏ ଦୃଶ୍ୟ ବୟାନ କରୁଛି, କିଭଳି ଚାଲିଛି ଆମ ବ୍ୟବସ୍ଥା ।  ଲୋକଙ୍କ ଅଭିଯୋଗ ଶୁଣିବାକୁ ଅଧିକାରୀ କେତେ ବ୍ୟସ୍ତ ଏଥିରୁ ସ୍ପଷ୍ଟ ଜଣାପଡୁଛି ।  ଯେଉଁଠି ମୁଖ୍ୟମନ୍ତ୍ରୀ ନିଜେ ଘଣ୍ଟା ଘଣ୍ଟା ଧରି ଲୋକଙ୍କ ସମସ୍ୟା ଶୁଣୁଛନ୍ତି ଆଉ ତ୍ବରିତ ସମାଧାନ କରୁଛନ୍ତି, ସେଠାରେ ବୋରିଗୁମ୍ମାରେ ବାବୁଙ୍କ ଏଭଳି ଆଚରଣକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି  ।  
 
 

 

 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe