ରୋଷେଇ ଘରର ବଇଦ : ଅନେକ ସମସ୍ୟାର ପଥି ,ଲବଙ୍ଗ

ପ୍ରାୟ ସମସ୍ତଙ୍କ ରୋଷେଇ ଘରେ ଏ ମସଲାଟି ଥିବ । କାରଣ ଚା’ ତିଆରି କରିବା ଠାରୁ ବନାଇବାରେ ଏହାର ବ୍ୟବହାର ଉଭୟକୁ ସୁଗନ୍ଧ ଓ ସ୍ବାଦରେ ଭରିଦିଏ । ସ୍ବାସ୍ଥ୍ୟଗତ ସମସ୍ୟାକୁ ଦୂରେଇବାରେ ମଧ୍ୟ ଏହାର ଅନେକ ଭୂମିକା ରହିଛି । ଆମେ କହୁଛୁ ଲବଙ୍ଗ କଥା ।

2

କନକ ବ୍ୟୁରୋ: ପ୍ରାୟ ସମସ୍ତଙ୍କ ରୋଷେଇ ଘରେ ଏ ମସଲାଟି ଥିବ । କାରଣ ଚା’ ତିଆରି କରିବା ଠାରୁ ବନାଇବାରେ ଏହାର ବ୍ୟବହାର ଉଭୟକୁ ସୁଗନ୍ଧ ଓ ସ୍ବାଦରେ ଭରିଦିଏ । ସ୍ବାସ୍ଥ୍ୟଗତ ସମସ୍ୟାକୁ ଦୂରେଇବାରେ ମଧ୍ୟ ଏହାର ଅନେକ ଭୂମିକା ରହିଛି । ଆମେ କହୁଛୁ ଲବଙ୍ଗ କଥା ।

4

 ସକାଳୁ ସକାଳୁ ଲବଙ୍ଗର ପାଣି ପିଇଲେ ଆପଣଙ୍କୁ ଦିନ ସାରା ଫୂର୍ତ୍ତି ଅନୁଭବ ହୁଏ । ସକାଳୁ ଏହାର ପାଣି ସେବନ କଲେ ଆପଣଙ୍କ ପେଟ ସଫା ହେବା ସହ ପାଚନ କ୍ରିୟାକୁ ଠିକ୍ ରଖେ । ଏଥିପାଇଁ ଏହାକୁ ଦୁଇଟି ଉପାୟରେ ପ୍ରସ୍ତୁତ କରିପାରିବେ । ପ୍ରଥମେ ଏହାକୁ ଅଧଗ୍ଲାସ ପାଣିରେ ୪ରୁ ୫ଟି ଲବଙ୍ଗ ଭିଜାଇ ରଖିବେ ।ସକାଳୁ ଏହାକୁ ଛାଣି ସେହି ପାଣିକୁ ପିଇପାରିବେ । ନଚେତ୍ ଅଧଗ୍ଲାସ ପାଣିରେ ଲବଙ୍ଗକୁ ଫୁଟାଇ ଏହାକୁ ନଖ ଉଷୁମ ତାପମାତ୍ରାରେ ମଧ୍ୟ ପିଇପାରିବେ । ଏହା ଗ୍ୟାସ୍ ସମସ୍ୟା ସହ ପେଟ ଫୁଲିଯିବା, କୋଷ୍ଠକାଠିନ୍ୟ ପରି ସମସ୍ୟାରୁ ମଧ୍ୟ ମୁକ୍ତି ଦେବ ।

1

 କିନ୍ତୁ କିଛି ଶାରୀରିକ ସମସ୍ୟା ଏପରି ଥାଏ ଯେଉଥିରେ ଲବଙ୍ଗ ଖାଇବା ବାରଣ ହୋଇପାରେ । ତେଣୁ ଏହାକୁ ସେବନ କରିବା ଆଗରୁ ଜଣେ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ସହ ପରାମର୍ଶ କରିବା ଉଚିତ ହେବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe