ହରିୟାଣାରେ ବିଜେପିର ହ୍ୟାଟ୍ରିକ୍ । ନେତା ଓ କର୍ମୀଙ୍କୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ

Advertisment

ହରିୟାଣାରେ ସବୁ ଏକଜିଟ ପୋଲ ଭୁଲ ପ୍ରମାଣିତ ହୋଇଛି । ସରକାର ବିରୋଧୀ ହାୱା ଓ ମାଳ ମାଳ ପ୍ରସଙ୍ଗ ସତ୍ବେ ଏଠାରେ ବିଜେପିକୁ ହରାଇପାରିନାହିଁ କଂଗ୍ରେସ । ହରିୟାଣାରେ ବଡ ବିଜୟ ସହ ଅନେକ ଦିଲ୍ଲୀ ବିଜେପି ମୁଖ୍ୟାଳୟରେ ନେତା ଓ କର୍ମୀଙ୍କୁ ସମ୍ବୋଧିତ କରିଛନ୍ତି ମୋଦି ।

5000

କନକବ୍ୟୁରୋ: ହରିୟାଣାରେ ସବୁ ଏକଜିଟ ପୋଲ ଭୁଲ ପ୍ରମାଣିତ ହୋଇଛି ।  ସରକାର ବିରୋଧୀ ହାୱା ଓ ମାଳ ମାଳ ପ୍ରସଙ୍ଗ ସତ୍ବେ  ଏଠାରେ ବିଜେପିକୁ ହରାଇପାରିନାହିଁ କଂଗ୍ରେସ । ହରିୟାଣାରେ ବଡ ବିଜୟ ସହ ଅନେକ  ଦିଲ୍ଲୀ ବିଜେପି ମୁଖ୍ୟାଳୟରେ  ନେତା ଓ କର୍ମୀଙ୍କୁ ସମ୍ବୋଧିତ କରିଛନ୍ତି ମୋଦି । କହିଛନ୍ତି, ଦେଶରେ ଅନେକ ରାଜ୍ୟରେ ଲୋକେ କଂଗ୍ରେସ ପାଇଁ ନୋ ଏଂଟ୍ରି ଲଗାଇଦେଇଛନ୍ତି । ଏଥିପାଇଁ ସେ ଆସାମର ଉଦାହରଣ ଦେଇଛନ୍ତି । କଂଗ୍ରେସକୁ ଟାର୍ଗେଟ କରି ମୋଦି କହିଛନ୍ତି, ମିଛ ପ୍ରତିଶ୍ରୃତି ଉପରେ ବିକାଶର ଗ୍ୟାରେଂଟି ଭାରି ପଡିଛି । ନୂଆ ଇତିହାସ ରଚିଛି ହରିୟାଣା । ବିଜେପି ନେତା ଓ କର୍ମୀଙ୍କୁ ବି ସେ ଅଭିନନ୍ଦନ ଜଣାଇଛନ୍ତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe