ହରିଆଣା ବିଧାନସଭା ନିର୍ବାଚନରେ ରୋଚକ ଦୃଶ୍ୟ । ମେଣ୍ଟରେ ଲଢିବେ ଦୁଷ୍ୟନ୍ତ ଚୌତାଲାଙ୍କ ଜେଜେପି ଓ ଚନ୍ଦ୍ରଶେଖର ଆଜାଦଙ୍କ ଏଏସପି ପାର୍ଟି

Advertisment

ଏହି କ୍ରମରେ ଗତ ଲୋକସଭା ନିର୍ବାଚନରେ ବେଳେ ପରସ୍ପର ପାର୍ଟି ବିରୋଧରେ ପ୍ରାର୍ଥୀ ଦେଇ ନିର୍ବାଚନ ଲଢିଥିବା ଚନ୍ଦ୍ରଶେଖର ଆଜାଦଙ୍କ ଏଏସପି ଓ ଦୁଷ୍ୟନ୍ତ ଚୌତାଲାଙ୍କ ଜେଜେପି ଏଥର ମିଳିତ ଭାବେ ନିର୍ବାଚନ ଲଢିବାକୁ ଯାଉଛନ୍ତି । ହରିଆଣାର ମୋଟ ୯୦ ବିଧାନସଭା ଆସନ ମଧ୍ୟରୁ ୭୦ ଆସନରେ ଜେଜେପି ଓ ୨୦ ଆସନରେ ଏଏସପି ପ୍ରାର୍ଥୀ ଦେବ  ।

jayant

କନକ ବ୍ୟୁରୋ : ହରିଆଣା ନିର୍ବାଚନ ପାଇଁ ତାରିଖ ଘୋଷଣା ପରେ ଏବେ ରାଜନୀତି ସରଗରମ ରହିଛି । କେଉଁ ଦଳ କାହାସହ ମେଣ୍ଟରେ ନିର୍ବାଚନ ଲଢିବ ତାକୁ ନେଇ ଚର୍ଚ୍ଚା ହେଉଛି । ଏହି କ୍ରମରେ ଗତ ଲୋକସଭା ନିର୍ବାଚନରେ ବେଳେ ପରସ୍ପର ପାର୍ଟି ବିରୋଧରେ ପ୍ରାର୍ଥୀ ଦେଇ ନିର୍ବାଚନ ଲଢିଥିବା ଚନ୍ଦ୍ରଶେଖର ଆଜାଦଙ୍କ ଏଏସପି ଓ ଦୁଷ୍ୟନ୍ତ ଚୌତାଲାଙ୍କ ଜେଜେପି ଏଥର ମିଳିତ ଭାବେ ନିର୍ବାଚନ ଲଢିବାକୁ ଯାଉଛନ୍ତି । ହରିଆଣାର ମୋଟ ୯୦ ବିଧାନସଭା ଆସନ ମଧ୍ୟରୁ ୭୦ ଆସନରେ ଜେଜେପି ଓ ୨୦ ଆସନରେ ଏଏସପି ପ୍ରାର୍ଥୀ ଦେବ  ।

ମେଣ୍ଟ ନେଇ ଘୋଷଣା ହେବା ପରେ ଚନ୍ଦ୍ରଶେଖର ଆଜାଦ କହିଛନ୍ତି କି ଆମେ ଉଭୟ ହରିଆଣକୁ ଆଗକୁ ନେବାକୁ ମନସ୍ଥ କରି ନିର୍ବାଚନୀ ମେଣ୍ଟ କରିଛୁ । ସେପଟେ ବିଜେପିର ହାତ ଛାଡିବା ପରେ ଜେଜେପିର ଜଣଙ୍କ ପରେ ଜଣେ ବିଧାୟକ ଦଳରୁ ଇସ୍ତଫା ଦେଇ ଜେଜେପିକୁ ଦୁର୍ବଳ କରିଛନ୍ତି । ଏହି ଅବସ୍ଥାରୁ ଦଳକୁ ପୁଣି ପୁନଃଜୀବୀତ କରିବାକୁ ଦୁଷ୍ୟନ୍ତ ଚୌତାଲା ଚନ୍ଦ୍ରଶେଖର ଆଜାଦଙ୍କ ସହ ହାତ ମିଳାଇଛନ୍ତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe