ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ଝାରସୁଗୁଡ଼ା-ଗୌନ୍ଦିଆ ପାସେଞ୍ଜର ଟ୍ରେନ୍ : ସର୍ଚ ସର୍କିଟ ଘଟିଥିବା ସୂଚନା

Advertisment

ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ଟ୍ରେନ୍ । ଝାରସୁଗୁଡ଼ା-ଗୌନ୍ଦିଆ ପାସେଞ୍ଜର ଦୁର୍ଘଟଣାରୁ ବର୍ତ୍ତିଯାଇଛି  ।  ଟ୍ରେନଟି ଝାରସୁଗୁଡ଼ା ରେଳ ଷ୍ଟେସନର  ୨ ନମ୍ବର ପ୍ଲାଟଫର୍ମରେ ପଶିବା ବେଳକୁ ସଟ ସର୍କିଟ ଯୋଗୁ ବିଦ୍ୟୁତ ତାର ଛିଣ୍ଡି ଯାଇଥିଲା 

ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ଟ୍ରେନ୍ । ଝାରସୁଗୁଡ଼ା-ଗୌନ୍ଦିଆ ପାସେଞ୍ଜର ଦୁର୍ଘଟଣାରୁ ବର୍ତ୍ତିଯାଇଛି  ।  ଟ୍ରେନଟି ଝାରସୁଗୁଡ଼ା ରେଳ ଷ୍ଟେସନର  ୨ ନମ୍ବର ପ୍ଲାଟଫର୍ମରେ ପଶିବା ବେଳକୁ ସଟ ସର୍କିଟ ଯୋଗୁ ବିଦ୍ୟୁତ ତାର ଛିଣ୍ଡି ଯାଇଥିଲା 

train accident

train accident Photograph: (train accidennt )

କନକବ୍ୟୁରୋ :  ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ଟ୍ରେନ୍ । ଝାରସୁଗୁଡ଼ା-ଗୌନ୍ଦିଆ ପାସେଞ୍ଜର ଦୁର୍ଘଟଣାରୁ ବର୍ତ୍ତିଯାଇଛି  ।  ଟ୍ରେନଟି ଝାରସୁଗୁଡ଼ା ରେଳ ଷ୍ଟେସନର  ୨ ନମ୍ବର ପ୍ଲାଟଫର୍ମରେ ପଶିବା ବେଳକୁ ସଟ ସର୍କିଟ ଯୋଗୁ ବିଦ୍ୟୁତ ତାର ଛିଣ୍ଡି ଯାଇଥିଲା  ।  ତେବେ ଇଲେକ୍ଟ୍ରି ତାର ଯୋଗୁ ବିଭିନ୍ନ ସ୍ଥାନରେ ଚାର୍ଜ ହୋଇଯାଇଥିଲା  । 

ବଗି ଗୁଡ଼ିକର ବୈଦ୍ୟୁତିକ ସରଞ୍ଜାମ ଗୁଡିକ ମଧ୍ୟ ଚାର୍ଜ ହୋଇଯାଇଥିବା ବେଳେ ଫୁଟିବାକୁ ଲାଗିଥିଲା  ।   ପ୍ରବଳ ଶବ୍ଦରେ ଲୋକେ ଆତଙ୍କିତ ହୋଇ ଯାଇଥିବା  ବେଳେ କାହାର କିଛି କ୍ଷତି ହୋଇନଥିବା ଜଣାପଡ଼ିଛି ।  ରେଳବାଇ ଅଧିକାରୀ ଓ କର୍ମଚାରୀ ଘଟଣାସ୍ଥଳରେ ପହଂଚି ମରାମତି ଜାରି ରଖିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe