ହକି ଇଣ୍ଡିଆ ଲିଗ ଅକ୍ସନର ଦାମୀ ଖେଳାଳି ପାଲଟିଲେ ହରମନପ୍ରୀତ୍ ସିଂହ: ହରମନପ୍ରୀତଙ୍କୁ ୭୮ ଲକ୍ଷରେ କିଣିଲା ସୁର୍ମା ହକି କ୍ଲବ

Advertisment

ହକି ଇଣ୍ଡିଆ ଲିଗର ପ୍ରଥମ ଦିନ ଅକ୍ସନର ଦାମୀ ଖେଳାଳି ପାଲଟିଲେ ହରମନପ୍ରୀତ୍ ସିଂହ । ୭ ବର୍ଷ ପରେ ହକି ଇଣ୍ଡିଆ ଲିଗ୍ ପୁଣି ଥରେ ଫେରିଛି। ଏଥିପାଇଁ ଖେଳାଳି ମାନଙ୍କ ନିଲାମି ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଯାଇଛି।

ହକି ଇଣ୍ଡିଆ ଲିଗର ପ୍ରଥମ ଦିନ ଅକ୍ସନର ଦାମୀ ଖେଳାଳି ପାଲଟିଲେ ହରମନପ୍ରୀତ୍ ସିଂହ । ୭ ବର୍ଷ ପରେ ହକି ଇଣ୍ଡିଆ ଲିଗ୍ ପୁଣି ଥରେ ଫେରିଛି। ଏଥିପାଇଁ ଖେଳାଳି ମାନଙ୍କ ନିଲାମି ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଯାଇଛି।

qsq

କନକ ବ୍ୟୁରୋ: ହକି ଇଣ୍ଡିଆ ଲିଗର ପ୍ରଥମ ଦିନ ଅକ୍ସନର ଦାମୀ ଖେଳାଳି ପାଲଟିଲେ ହରମନପ୍ରୀତ୍  ସିଂହ । ୭ ବର୍ଷ ପରେ ହକି ଇଣ୍ଡିଆ ଲିଗ୍ ପୁଣି ଥରେ ଫେରିଛି। ଏଥିପାଇଁ ଖେଳାଳି ମାନଙ୍କ ନିଲାମି ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଯାଇଛି। ଦିଲ୍ଲୀର ଏକ ଘରୋଇ ହୋଟେଲରେ ହକି ଇଣ୍ଡିଆ ଆୟୋଜନ କରିଥିଲା ଏହି ନିଲାମି ପ୍ରକ୍ରିୟା। ପ୍ରଥମ ଦିନର ଅକ୍ସନରେ ଭାରତୀୟ ହକି ଦଳର ଅଧିନାୟକ ହରମନପ୍ରୀତ୍ ସିଂହ ସବୁଠାରୁ ଦାମୀ ଖେଳାଳି ଭାବରେ ବିକ୍ରି ହେଉଛନ୍ତି। 

 ହରମନପ୍ରିତଙ୍କୁ ୭୮ ଲକ୍ଷରେ କିଣିଛି ସୁର୍ମା ହକି କ୍ଳବ୍
 ପଞ୍ଜାବର ସୁର୍ମା ହକି କ୍ଳବ୍ ହରମନପ୍ରୀତଙ୍କୁ  ନିଜ ଦଳରେ ସାମିଲ କରିଛି
ପ୍ରଥମ ଦିନରେ ୮ଟି ଫ୍ରାଞ୍ଚାଇଜ ୧୬ କୋଟି ୮୮ ଲକ୍ଷ ୫୦ ହଜାର ଟଙ୍କା ଖର୍ଚ୍ଚ କରିଛନ୍ତି
ଦ୍ଵିତୀୟ ସର୍ବାଧିକ ଖେଳାଳି ହୋଇଛନ୍ତି ଅଭିଷେକ
୭୨ ଲକ୍ଷ ଦେଇ ଶ୍ରଚି ରଥ ବେଙ୍ଗଲ ଟାଇଗର ଅଭିଷେକଙ୍କୁ କିଣିଛି
ତୃତୀୟ ସର୍ବାଧିକ ଖେଳାଳି ହୋଇଛନ୍ତି ହାର୍ଦ୍ଦିକ ସିଂହ
ହାର୍ଦ୍ଦିକଙ୍କୁ ୭୦ ଲକ୍ଷ ଦେଇ କିଣିଛି ୟୁପି ରୁଦ୍ରାସ 
ବିଦେଶୀ ଖେଳାଳି ଭାବରେ ଜର୍ମାନୀର ଗଞ୍ଜଲୋ ପିଲଟଙ୍କୁ ୬୮ ଲକ୍ଷରେ କିଣିଛି ହାଇଦ୍ରାବାଦ ତୁଫାନ
ଓଡ଼ିଆ ପୁଅ ଅମିତରୋହି ଦାସଙ୍କୁ ୪୮ ଲକ୍ଷରେ କିଣିଛି ତାମିଲନାଡୁ ଡ୍ରାଗନସ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe