କନକ ବ୍ୟୁରୋ: ଠକ ବଣ୍ଟି ବବଲିଙ୍କ ସରିଲା ରିମାଣ୍ଡ ଅବଧି । ଅନୀଲ ମହାନ୍ତି ଓ ହଂସିତା ଅଭିଲିପ୍ସାଙ୍କ ଦିନିକିଆ ରିମାଣ୍ଡ ଶେଷ ହୋଇଛି । ଏବେ ଦୁହିଁଙ୍କୁ କୋର୍ଟରେ ହାଜର କରାଯିବ । ଦିନିକିଆ ରିମାଣ୍ଡରେ ନେଇ ଜେରା କରିଛି ସ୍ପେଶାଲ କ୍ରାଇମ୍ ୟୁନିଟ୍ । ଦୁହିଁଙ୍କ ଟଙ୍କାର ଉତ୍ସ ନେଇ କରିଛି ଖୋଳତାଡ଼ । ନଗଦ ଟଙ୍କା ଦେଇ ଦାମୀ ଗାଡ଼ି କିଣିବା କେମିତି ସମ୍ଭବ ହେଲା ଜେରା କରୁଛି ପୋଲିସ। କଳାହାଣ୍ଡି ନର୍ଲାରୁ ଆସିଥିବା ହଂସୀତା, ଏକ ସ୍ପା'ରେ କାମ କରୁଥିବା ବେଳେ ଏତେ କୋଟିର ମାଲିକ କେମିତି ହେଲେ ତାକୁ ନେଇ ଚାଲିଛି ଖୋଲତାଡ଼ ।
ସରିଲା ରିମାଣ୍ଡ ; ଜେଲ ଗଲେ ହଂସିତା
ହଂସିତା ଓ ଅନିଲଙ୍କ ସରିଲା ଦିନିକିଆ ରିମାଣ୍ଡ । ଜେଲ ଗଲେ ଠକ ବଣ୍ଟି ବବଲି । ବେଆଇନ୍ ଟଙ୍କା କାରବାର ନେଇ ଜେରା କରିଥିଲା ସ୍ପେଶାଲ କ୍ରାଇମ୍ ୟୁନିଟ୍ ।
/kanak/media/media_files/2025/01/10/KOMg2Ys3r8EcqzRyADxw.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)