ନ୍ୟୁଜେନ୍ ଅନୁଷ୍ଠାନ ପକ୍ଷରୁ ଗୁରୁଦିବସ ପାଳିତ

Advertisment

ନବରଙ୍ଗପୁର ସ୍ଥିତ ନବରଙ୍ଗପୁର କଲେଜ ଅଫ୍ ନର୍ସିଂ ପରିସରରେ ଆଜି ଗୁରୁଦିବସ ପାଳିତ ହେଇଯାଇଛି । ଏହି କାର୍ୟ୍ୟକ୍ରମକୁ କଲେଜ ଅଧ୍ୟକ୍ଷ ସୁକାନ୍ତ ଶତପଥୀ ଅଧ୍ୟକ୍ଷତା କରିଥିଲେ । କଲେଜର ପ୍ରିନ୍ସିପାଲ ଅନୀତା ବ୍ରହ୍ମା, ଅଧ୍ୟାପକ ନିର୍ମଳ ପଟ୍ଟନାୟକ, ସୁନେମିୟା ଭତରା, ବିନୀତା କ୍ରୀପାଞ୍ଜଳୀ

Nugen Institute

କନକ ବ୍ୟୁରୋ: ନବରଙ୍ଗପୁର ସ୍ଥିତ ନବରଙ୍ଗପୁର କଲେଜ ଅଫ୍ ନର୍ସିଂ ପରିସରରେ ଆଜି ଗୁରୁଦିବସ ପାଳିତ ହେଇଯାଇଛି । ଏହି କାର୍ଯ୍ୟକ୍ରମକୁ କଲେଜ ଅଧ୍ୟକ୍ଷ ସୁକାନ୍ତ ଶତପଥୀ ଅଧ୍ୟକ୍ଷତା କରିଥିଲେ । କଲେଜର ପ୍ରିନ୍ସିପାଲ ଅନୀତା ବ୍ରହ୍ମା, ଅଧ୍ୟାପକ ନିର୍ମଳ ପଟ୍ଟନାୟକ, ସୁନେମିୟା ଭତରା, ବିନୀତା କ୍ରୀପାଞ୍ଜଳୀ, ସ୍ନିଗ୍ଧାରାଣୀ ଦାସ, ଶିକ୍ଷା ଜୁବିଲୀ ପ୍ରମୁଖ ଉପସ୍ଥିତ ରହି ଉନ୍ନତ ସମାଜ ଗଠନରେ ଶିକ୍ଷକଙ୍କ ଭୂମିକା ବିଷୟରେ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ଦିଗଦର୍ଶନ ହେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ସୁଜାତା ବାଗ୍, ରଶ୍ମିତା ପଣ୍ଡା, ଶାଳିନୀ କୁଶ, ଦୁର୍ଗେଶ୍ୱରୀ ଟାକିରୀ, ପ୍ରଣତି ସତପଥୀ, ସାନ୍ତନୁ ପ୍ରଧାନ, ଚୁମକି ମଣ୍ଡଳ ଏବଂ କାଶି ବିଶ୍ୱନାଥ ରଥ, ସିଦ୍ଧାର୍ଥ ପଟ୍ଟନାୟକ, ରବିନ ରୋସନ୍ ଲଇଛନ, ବର୍ଷା ରାଣଶଶୀ ମହାପାତ୍ର, ଅନୀତା ମହାରଣା, ଦିବଶ୍ରୀ, ମହମ୍ମଦ ଇଲିୟାସ୍ ହବିବ, ସଞ୍ଜିବ ବାଗ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗିତା କରିଥିଲେ । ଏହି ଅବସରରେ ବିଦ୍ୟାଳୟରେ ୨୦୦ରୁ ଅଧିକ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe