କୋମଲ ଏଣ୍ଟରପ୍ରାଇଜସ୍ ପକ୍ଷରୁ ଗୁରୁ ଦିବସ ପାଳିତ

କୋମଲ ଏଣ୍ଟରପ୍ରାଇଜସ୍ ପକ୍ଷରୁ ସ୍ଥାନୀୟ ଲିଙ୍ଗରାଜ ନଗର ସ୍ଥିତ ପ୍ରେମକୁଞ୍ଜ ଅନୁଷ୍ଠାନରେ ଗୁରୁଦିବସ ପାଳିତ ହେଇଯାଇଛି । ଏହି ଅବସରରେ କୋମଲ ଏଣ୍ଟରପ୍ରାଇଜସର ମାଲିକ ବସନ୍ତ ରାଓଙ୍କ ଦ୍ୱାରା ଏହି ଅନୁଷ୍ଠାନରେ ଅଧ୍ୟୟନରତ ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ପାଠ୍ୟ ଉପକରଣ ବିତରଣ କରାଯାଇଥିଲା ।

KOMAL ENTERPRISES

କନକ ବ୍ୟୁରୋ: କୋମଲ ଏଣ୍ଟରପ୍ରାଇଜସ୍ ପକ୍ଷରୁ ସ୍ଥାନୀୟ ଲିଙ୍ଗରାଜ ନଗର ସ୍ଥିତ ପ୍ରେମକୁଞ୍ଜ ଅନୁଷ୍ଠାନରେ ଗୁରୁଦିବସ ପାଳିତ ହେଇଯାଇଛି । ଏହି ଅବସରରେ କୋମଲ ଏଣ୍ଟରପ୍ରାଇଜସର ମାଲିକ ବସନ୍ତ ରାଓଙ୍କ ଦ୍ୱାରା ଏହି ଅନୁଷ୍ଠାନରେ ଅଧ୍ୟୟନରତ ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ପାଠ୍ୟ ଉପକରଣ ବିତରଣ କରାଯାଇଥିଲା । ଏହି ଅବସରରେ କୋମଲ ଏଣ୍ଟରପ୍ରାଇଜେସ୍ ଏବଂ ପ୍ରେମକୁଞ୍ଜ ସଂସ୍ଥାର ଶିକ୍ଷକ, ଶିକ୍ଷୟିତ୍ରୀ, କର୍ମଚାରୀଙ୍କ ସମେତ ସ୍ଥାନୀୟ ଅଞ୍ଚଳର ବହୁ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe