ଅନୁଗୁଳ ପାତ୍ରପଡ଼ା ଗାଁରେ ଗୁଳିମାଡ଼ । ପୂର୍ବ ଶତ୍ରୁତାରୁ ଗାଁରେ ଫୁଟିଲା ଗୁଳି

Advertisment

ଅନୁଗୁଳ ବାଗଡିଆ ଥାନା ପାତ୍ରପଡା ଗାଁରେ ଗୁଳିମାଡ । ପୁର୍ବ ଶତ୍ରୁତାରୁ ଗାଁରେ ଫୁଟିଲା ଗୁଳି ।

ଅନୁଗୁଳ ବାଗଡିଆ ଥାନା ପାତ୍ରପଡା ଗାଁରେ ଗୁଳିମାଡ । ପୁର୍ବ ଶତ୍ରୁତାରୁ ଗାଁରେ ଫୁଟିଲା ଗୁଳି ।

Guli

କନକ ବ୍ୟୁରୋ : ଅନୁଗୁଳ ବାଗଡିଆ ଥାନା ପାତ୍ରପଡା ଗାଁରେ ଗୁଳିମାଡ । ପୁର୍ବ ଶତ୍ରୁତାରୁ ଗାଁରେ ଫୁଟିଲା ଗୁଳି । ଆହତ ଯୁବକ ମିଲୁ ବେହେରାଙ୍କ ବାମ ଗୋଡରେ ଆଘାତ ଲାଗିଥିବା ବେଳେ ତାଙ୍କୁ ଗୁରୁତର ଅବସ୍ଥାରେ ଛେଣ୍ତିପଦା ମେଡିକାଲରେ ଭର୍ତ୍ତି କରାଯାଇଛି । 

ସୂଚନା ଅନୁସାରେ ମିଲୁ ବେହେରା ଓ ତାଙ୍କ ଭିଣୋଇଙ୍କ ବଡ଼ ଭାଇ ପ୍ରଶାନ୍ତ ବେହେରାଙ୍କ ମଧ୍ୟରେ କିଛି ଦିନ ହେଲା ପାରିବାରିକ କଳହ ଲାଗିଥିଲା । ଆଜି ଗଣ୍ତଗୋଳ ଉଗ୍ରରୁପ ନେଇଥିଲା । ଫଳରେ ପ୍ରଶାନ୍ତଙ୍କ ବନ୍ଧୁକ ଗୁଳିରେ ମିଲୁ ଆହତ ହୋଇଥିବା ଅଭିଯୋଗ ହୋଇଛି । ବାଗଡିଆ ପୋଲିସ ଘଟଣାର ଛାନଭିନ୍ ଜାରି ରଖିଛନ୍ତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe