ଜିରୋ ନାଇଟରେ ଫୁଟିଲା ଗୁଳି : ଗଞ୍ଜାମ ରମ୍ଭା ଥାନା ସବୁଳିଆ ଓଡ଼ିଆରପି କଲୋନୀରେ ଆକ୍ରମଣ , ୪ଗୁରୁତର

Advertisment

ଜିରୋ ନାଇଟରେ ଫୁଟିଲା ଗୁଳି । ଗଞ୍ଜାମ ରମ୍ଭା ଥାନା ସବୁଳିଆ ଓଡ଼ିଆରପି କଲୋନୀରେ ହୋଇଛି ଆକ୍ରମଣ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୁଳିମାଡ଼ ସହ ଛୁରାମାଡ଼ କରାଯାଇଛି  ।

ଜିରୋ ନାଇଟରେ ଫୁଟିଲା ଗୁଳି । ଗଞ୍ଜାମ ରମ୍ଭା ଥାନା ସବୁଳିଆ ଓଡ଼ିଆରପି କଲୋନୀରେ ହୋଇଛି ଆକ୍ରମଣ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୁଳିମାଡ଼ ସହ ଛୁରାମାଡ଼ କରାଯାଇଛି  ।

fire 4

fire 4 Photograph: (fire 4)

କନକବ୍ୟୁରୋ : ଜିରୋ ନାଇଟରେ ଫୁଟିଲା ଗୁଳି । ଗଞ୍ଜାମ ରମ୍ଭା ଥାନା ସବୁଳିଆ ଓଡ଼ିଆରପି କଲୋନୀରେ ହୋଇଛି ଆକ୍ରମଣ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୁଳିମାଡ଼ ସହ ଛୁରାମାଡ଼ କରାଯାଇଛି  ।  ଆକ୍ରମଣରେ ୪ଜଣ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି  ।  ସମସ୍ତଙ୍କୁ ବ୍ରହ୍ମପୁର ଏମକେସିଜି ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି  ।  ୪ ଜଣ ଯୁବକ ଗୁଳିମାଡ଼ କରିବା ସହ ଛୁରାମାଡ଼ କରିଥିବା ଜଣାପଡ଼ିଛି  ।  ପୋଲିସ ଘଟଣାର ତଦନ୍ତ କରିବା ସହ ଜଣଙ୍କୁ ଅଟକ ରଖିଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe