କନକବ୍ୟୁରୋ : ଜିରୋ ନାଇଟରେ ଫୁଟିଲା ଗୁଳି । ଗଞ୍ଜାମ ରମ୍ଭା ଥାନା ସବୁଳିଆ ଓଡ଼ିଆରପି କଲୋନୀରେ ହୋଇଛି ଆକ୍ରମଣ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୁଳିମାଡ଼ ସହ ଛୁରାମାଡ଼ କରାଯାଇଛି । ଆକ୍ରମଣରେ ୪ଜଣ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ସମସ୍ତଙ୍କୁ ବ୍ରହ୍ମପୁର ଏମକେସିଜି ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ୪ ଜଣ ଯୁବକ ଗୁଳିମାଡ଼ କରିବା ସହ ଛୁରାମାଡ଼ କରିଥିବା ଜଣାପଡ଼ିଛି । ପୋଲିସ ଘଟଣାର ତଦନ୍ତ କରିବା ସହ ଜଣଙ୍କୁ ଅଟକ ରଖିଛି ।
ଜିରୋ ନାଇଟରେ ଫୁଟିଲା ଗୁଳି : ଗଞ୍ଜାମ ରମ୍ଭା ଥାନା ସବୁଳିଆ ଓଡ଼ିଆରପି କଲୋନୀରେ ଆକ୍ରମଣ , ୪ଗୁରୁତର
ଜିରୋ ନାଇଟରେ ଫୁଟିଲା ଗୁଳି । ଗଞ୍ଜାମ ରମ୍ଭା ଥାନା ସବୁଳିଆ ଓଡ଼ିଆରପି କଲୋନୀରେ ହୋଇଛି ଆକ୍ରମଣ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୁଳିମାଡ଼ ସହ ଛୁରାମାଡ଼ କରାଯାଇଛି ।
/kanak/media/media_files/2025/01/01/Zwsj8CRbxRNpfAj5lQXL.jpg)