ଗୁଜୁରାଟ ସୁରଟରେ ଅଘଟଣ : ପ୍ଲାଣ୍ଟରେ ଭୟଙ୍କର ଅଗ୍ନିକାଣ୍ତ ,୪ ଶ୍ରମିକ ଜୀବନ୍ତ ଦଗ୍ଧ

ଷ୍ଟିଲ କାରଖାନାରେ ବଡ଼ ଧରଣର ଅଗ୍ନିକାଣ୍ଡ, ୪ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଶ୍ରମିକ ଆହତ ହୋଇଛନ୍ତି ।  ମଙ୍ଗଳବାର ସନ୍ଧ୍ୟାରେ ଗୁଜରାଟର ସୁରଟର ହାଜିରା ଶିଳ୍ପାଞ୍ଚଳର ଥିବା   ଏକ ଇସ୍ପାତ କାରଖାନାରେ ଏଭଳି ଅଘଟଣ ଘଟିଛି  । 

accident 2

accident 2 Photograph: (accident 2 )

କନକବ୍ୟୁରୋ :  ଷ୍ଟିଲ କାରଖାନାରେ ବଡ଼ ଧରଣର ଅଗ୍ନିକାଣ୍ଡ, ୪ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଶ୍ରମିକ ଆହତ ହୋଇଛନ୍ତି ।  ମଙ୍ଗଳବାର ସନ୍ଧ୍ୟାରେ ଗୁଜରାଟର ସୁରଟର ହାଜିରା ଶିଳ୍ପାଞ୍ଚଳର ଥିବା   ଏକ ଇସ୍ପାତ କାରଖାନାରେ ଏଭଳି ଅଘଟଣ ଘଟିଛି  । 
ଏହି ଅଗ୍ନିକାଣ୍ଡରେ କାରଖାନାର  ଏକ ଲିଫ୍ଟରେ ଥିବା ୪ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି । ଘଟଣା ସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି ପୁଲିସ । କମ୍ପାନୀର ମୁଖପାତ୍ର କହିଛନ୍ତି ଯେ କୋରେକ୍ସ ପ୍ଲାଣ୍ଟରେ ଯନ୍ତ୍ରପାତି ବିଫଳତା ହେତୁ ଏହି ଘଟଣା ଘଟିଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe