କନକବ୍ୟୁରୋ : ଷ୍ଟିଲ କାରଖାନାରେ ବଡ଼ ଧରଣର ଅଗ୍ନିକାଣ୍ଡ, ୪ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଶ୍ରମିକ ଆହତ ହୋଇଛନ୍ତି । ମଙ୍ଗଳବାର ସନ୍ଧ୍ୟାରେ ଗୁଜରାଟର ସୁରଟର ହାଜିରା ଶିଳ୍ପାଞ୍ଚଳର ଥିବା ଏକ ଇସ୍ପାତ କାରଖାନାରେ ଏଭଳି ଅଘଟଣ ଘଟିଛି ।
ଏହି ଅଗ୍ନିକାଣ୍ଡରେ କାରଖାନାର ଏକ ଲିଫ୍ଟରେ ଥିବା ୪ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି । ଘଟଣା ସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି ପୁଲିସ । କମ୍ପାନୀର ମୁଖପାତ୍ର କହିଛନ୍ତି ଯେ କୋରେକ୍ସ ପ୍ଲାଣ୍ଟରେ ଯନ୍ତ୍ରପାତି ବିଫଳତା ହେତୁ ଏହି ଘଟଣା ଘଟିଛି ।
ଗୁଜୁରାଟ ସୁରଟରେ ଅଘଟଣ : ପ୍ଲାଣ୍ଟରେ ଭୟଙ୍କର ଅଗ୍ନିକାଣ୍ତ ,୪ ଶ୍ରମିକ ଜୀବନ୍ତ ଦଗ୍ଧ
ଷ୍ଟିଲ କାରଖାନାରେ ବଡ଼ ଧରଣର ଅଗ୍ନିକାଣ୍ଡ, ୪ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଶ୍ରମିକ ଆହତ ହୋଇଛନ୍ତି । ମଙ୍ଗଳବାର ସନ୍ଧ୍ୟାରେ ଗୁଜରାଟର ସୁରଟର ହାଜିରା ଶିଳ୍ପାଞ୍ଚଳର ଥିବା ଏକ ଇସ୍ପାତ କାରଖାନାରେ ଏଭଳି ଅଘଟଣ ଘଟିଛି ।
/kanak/media/media_files/2025/01/01/4dxnR8WYGegwhh9wYLn1.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)