ଉତ୍ତରାଖଣ୍ଡ ରାସ୍ତାରେ ଗୁଜରାଟ : ଖୁବଶିଘ୍ର ରାଜ୍ୟରେ ଲାଗୁ ହେବ ୟୁନିଫର୍ମ ସିଭିଲ କୋର୍ଡ

Advertisment

ଉତ୍ତରାଖଣ୍ଡ ପରେ ଗୁଜରାଟ । ରାଜ୍ୟରେ ୟୁସିସି ଲାଗୁ ପାଇଁ କମିଟି ଗଠନ କଲେ ଗୁଜରାଟ ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ ଗୁରୁବାର ଏକ ୫ ଜଣିଆ ଡ୍ରାଫ୍ଟ କିମଟି ଗଠନ କରିଛନ୍ତି । ୟୁସିସି ଲାଗୁ କରିବା ନେଇ ଏହି କମିଟିର ରିପୋର୍ଟ ପରେ ରାଜ୍ୟରେ ୟୁସିସି  ଲାଗୁ କରାଯିବ ବୋଲି କହିଛନ୍ତି ଭୁପେନ୍ଦ୍ର ପଟେଲ । ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ରଞ୍ଜନ ଦେଶାଇଙ୍କ ଅଧ୍ୟକ୍ଷତାରେ କିମିଟି ଗଠନ କରାଯାଇଛି ।

gujurat 5

gujurat 5 Photograph: (KanakNews )

କନକବ୍ୟୁରୋ : ଉତ୍ତରାଖଣ୍ଡ ପରେ ଗୁଜରାଟ। ରାଜ୍ୟରେ ୟୁସିସି ଲାଗୁ ପାଇଁ କମିଟି ଗଠନ କଲେ ଗୁଜରାଟ ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ ଗୁରୁବାର ଏକ ୫ ଜଣିଆ ଡ୍ରାଫ୍ଟ କିମଟି ଗଠନ କରିଛନ୍ତି । ୟୁସିସି ଲାଗୁ କରିବା ନେଇ ଏହି କମିଟିର ରିପୋର୍ଟ ପରେ ରାଜ୍ୟରେ ୟୁସିସି  ଲାଗୁ କରାଯିବ ବୋଲି କହିଛନ୍ତି ଭୁପେନ୍ଦ୍ର ପଟେଲ । ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ରଞ୍ଜନ ଦେଶାଇଙ୍କ ଅଧ୍ୟକ୍ଷତାରେ କିମିଟି ଗଠନ କରାଯାଇଛି ।

ଏହି କମିଟି ୪୫ ଦିନ ମଧ୍ୟରେ ତଦନ୍ତ କରି ରିପୋର୍ଟ ପ୍ରଦାନ କରିବ। ରିପୋର୍ଟରେ କରାଯାଇଥିବା ସୁପାରିଶ ଆଧାରରେ ଆଇନ ଆସିବ ବୋଲି କହିଛନ୍ତି ଗୁଜରାଟ ମୁଖ୍ୟମନ୍ତ୍ରୀ। ୨୦୨୨ରେ ୟୁସିସି ଉପରେ ଅଧିକ ତର୍ଜମା କରିବା ପାଇଁ ଏକ କମିଟି ଗଠନ କରିବାକୁ ଗୁଜରାଟ ବିଧାନସଭାରେ ସ୍ବୀକୃତି ପାଇଥିଲା। ୟୁସିସି ତଥା ଏକକ ଆଇନ ବ୍ୟବସ୍ଥା ଦ୍ବାରା ରାଜ୍ୟର ସବୁ ନାଗରିକଙ୍କ ପାଇଁ ସମାନ ଆଇନ ବ୍ୟବସ୍ଥା ଲାଗୁ କରାଯିବ। ଚଳିତ ବର୍ଷ ପ୍ରଥମ ରାଜ୍ୟ ଭାବେ ଉତ୍ତରାଖଣ୍ଡର ବିଜେପି ସରକାର ୟୁସିସି ଲାଗୁ କରିଛନ୍ତି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe