ସ୍କୁଲ କଲେଜ ପାଇଁ ଖୁବଶୀଘ୍ର ଆସିବ ଗାଇଡଲାଇନ୍, ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଦିନେ ଦୁଇ ଦିନ ମଧ୍ୟରେ ଆସିବ ଗାଇଡଲାଇନ୍‌..

ଦିନେ ଦୁଇ ଦିନ ମଧ୍ୟରେ ଆସିବ ସ୍ବତନ୍ତ୍ର ଗାଇଡଲାଇନ୍‌ । ସ୍କୁଲ ଓ ଗଣଶିକ୍ଷା ବିଭାଗ ଓ ଉଚ୍ଚ ଶିକ୍ଷା ବିଭାଗ ସହିତ ରାଜସ୍ବ ବିଭାଗର ସରିଛି ଆଲୋଚନ ।

ଆସିବ ଗାଇଡ୍‌ ଲାଇନ୍‌

ଆସିବ ଗାଇଡ୍‌ ଲାଇନ୍‌ Photograph: (kanaknews)

କନକ ବ୍ୟୁରୋ : ସ୍କୁଲ କଲେଜ ପାଇଁ ଖୁବଶୀଘ୍ର ଆସିବ ଗାଇଡଲାଇନ୍‌ । ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଦିନେ ଦୁଇ ଦିନ ମଧ୍ୟରେ ଆସିବ ସ୍ବତନ୍ତ୍ର ଗାଇଡଲାଇନ୍‌ । ସ୍କୁଲ ଓ ଗଣଶିକ୍ଷା  ବିଭାଗ ଓ ଉଚ୍ଚ ଶିକ୍ଷା ବିଭାଗ ସହିତ ରାଜସ୍ବ  ବିଭାଗର ସରିଛି ଆଲୋଚନ ।

ବୃଦ୍ଧି ପାଉଥିବା ଗ୍ରୀଷ୍ମ ପ୍ରବାଳକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଉଛି ।  ମାର୍ଚ୍ଚ ଆରମ୍ଭ ରୁ ହିଁ ଅସହ୍ୟ ଗରମ ଅନୁଭୁତ  ହେଲାଣି ।  ଏବେଠୁ  ଜନଜୀବନ ଅସ୍ତବ୍ୟସ୍ତ ହେବା ସହ ଦିନ ୯ଟାରୁ ମଧ୍ୟ ଟାଇଁ ଟାଇଁ ଖରା ହେଉଛି । ଯାହାଦ୍ବାରା ଘରୁ ବାହାରିବା ମୁସ୍କିଲ ହେଇପଡୁଛି ।  ତେଣୁ  ସ୍କୁଲ ଏବଂ କଲେଜ୍‌ ପିଲାଙ୍କ ପାଇଁ ଗାଇଡ୍‌ ଲାଇନ୍‌ ଆଣିବାକୁ ଯାଉଛନ୍ତି ସରକାର ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe