ରେଭେନ୍ସାରେ ହଙ୍ଗାମା: ନାଁ ପରିବର୍ତ୍ତନକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ

ରେଭେନ୍ସାରେ ଦୁଇ ଗୋଷ୍ଠୀ ମୁହାଁମୁହିଁ । ଏହାପରେ ରେଭେନ୍ସାରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି । ନାଁ ପରିବର୍ତ୍ତନକୁ ବିରରୋଧ କରି ହଙ୍ଗାମା ହୋଇଥିବା ନେଇ ସୂଚନା ମିଳିଛି ।

Ravenshaw Group Clash

କନକ ବ୍ୟୁରୋ : ରେଭେନ୍ସାରେ ଦୁଇ ଗୋଷ୍ଠୀ ମୁହାଁମୁହିଁ । ଏହାପରେ ରେଭେନ୍ସାରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି । ନାଁ ପରିବର୍ତ୍ତନକୁ ବିରରୋଧ କରି ହଙ୍ଗାମା ହୋଇଥିବା ନେଇ ସୂଚନା ମିଳିଛି । କ୍ୟାମ୍ପସରେ ବିଶାଳ ମଶାଲ ଶୋଭଯାତ୍ରା ଦେଖିବାକୁ ମିଳିଛି ।

ରେଭେନ୍ସା ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ବିଭିନ୍ନ ଛାତ୍ର ସଂଗଠନ ପକ୍ଷରୁ କ୍ୟାମ୍ପସରେ ମଶାଲ ଶୋଭାଯାତ୍ରା ହୋଇଛି । ରେଭେନ୍ସା ବିଶ୍ୱବିଦ୍ୟାଳୟ ନାମ ପରିବର୍ତ୍ତନ ନ କରିବା ଦାବିରେ ଶୋଭାଯାତ୍ରା ହୋଇଥିବା ସୂଚନା ମିଳିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe