କନକ ବ୍ୟୁରୋ : ରେଭେନ୍ସାରେ ଦୁଇ ଗୋଷ୍ଠୀ ମୁହାଁମୁହିଁ । ଏହାପରେ ରେଭେନ୍ସାରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି । ନାଁ ପରିବର୍ତ୍ତନକୁ ବିରରୋଧ କରି ହଙ୍ଗାମା ହୋଇଥିବା ନେଇ ସୂଚନା ମିଳିଛି । କ୍ୟାମ୍ପସରେ ବିଶାଳ ମଶାଲ ଶୋଭଯାତ୍ରା ଦେଖିବାକୁ ମିଳିଛି ।
ରେଭେନ୍ସା ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ବିଭିନ୍ନ ଛାତ୍ର ସଂଗଠନ ପକ୍ଷରୁ କ୍ୟାମ୍ପସରେ ମଶାଲ ଶୋଭାଯାତ୍ରା ହୋଇଛି । ରେଭେନ୍ସା ବିଶ୍ୱବିଦ୍ୟାଳୟ ନାମ ପରିବର୍ତ୍ତନ ନ କରିବା ଦାବିରେ ଶୋଭାଯାତ୍ରା ହୋଇଥିବା ସୂଚନା ମିଳିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/V5mU9tkSFNvBA3tCk3yJ.jpg)