ଦାଦାବଟି ମାଗିବା ପଡିଲା ମହଙ୍ଗା । ଗିରଫ ହେଲେ ପୂର୍ବତନ ଛାତ୍ର କଂଗେସ ସଭାପତି ଇତିଶ ପ୍ରଧାନ।

Advertisment

ଗିରଫ ହେଲେ ପୂର୍ବତନ ଛାତ୍ର କଂଗେସ ସଭାପତି ଇତିଶ ପ୍ରଧାନ । ଇତିଶଙ୍କ ସମେତ ବିପ୍ଳବ ପରିଡ଼ା ଓ ଅର୍ପଣ ମିଶ୍ର ମଧ୍ୟ ଗିରଫ ହୋଇଛନ୍ତି। ସହିଦ ନଗର ଥାନା ସମ୍ମୁଖରେ ୫୦ ହଜାର ଟଙ୍କା ଦାଦାବଟି ମାଗିବା ପଡ଼ିଲା ମହଙ୍ଗା

ଗିରଫ ହେଲେ ପୂର୍ବତନ ଛାତ୍ର କଂଗେସ ସଭାପତି ଇତିଶ ପ୍ରଧାନ । ଇତିଶଙ୍କ ସମେତ ବିପ୍ଳବ ପରିଡ଼ା ଓ ଅର୍ପଣ ମିଶ୍ର ମଧ୍ୟ ଗିରଫ ହୋଇଛନ୍ତି। ସହିଦ ନଗର ଥାନା ସମ୍ମୁଖରେ ୫୦ ହଜାର ଟଙ୍କା ଦାଦାବଟି ମାଗିବା ପଡ଼ିଲା ମହଙ୍ଗା

dada

କନକବ୍ୟୁରୋ : ଗିରଫ ହେଲେ ପୂର୍ବତନ  ଛାତ୍ର କଂଗେସ ସଭାପତି ଇତିଶ ପ୍ରଧାନ। ଇତିସଙ୍କ ସମେତ ବିପ୍ଳବ ପରିଡ଼ା ଓ ଅର୍ପଣ ମିଶ୍ର ମଧ୍ୟ ଗିରଫ ହୋଇଛନ୍ତି। ସହିଦ ନଗର ଥାନା ସମ୍ମୁଖରେ ୫୦ ହଜାର ଟଙ୍କା ଦାଦାବଟି ମାଗିବା ପଡ଼ିଲା ମହଙ୍ଗା । ଦୁଇ ଅଭିନେତାଙ୍କ ଝଗଡାରେ ମଧ୍ୟସ୍ଥି ସାଜିଥିଲେ ଇତିଶ୍ ପ୍ରଧାନ।

କାଳି ବୋଲିବା ସହ ତାଙ୍କୁ ୫୦ ହଜାର ଟଙ୍କା ବଟି ମାଗିବା ଓ ଆକ୍ରମଣ କରିବା ନେଇ ସହିଦ ନଗର ଥାନାରେ ଅଭିଯୋଗ କରିଥିଲେ ୟୁଟ୍ୟୁବର ତପି ମିଶ୍ର । ପୂର୍ବରୁ ଦୁଇ ୟୁଟ୍ୟୁବର ତପି ମିଶ୍ର ଓ ଅର୍ପଣ ମିଶ୍ରଙ୍କ ମଧ୍ୟରେ କିଛି କାରଣକୁ ନେଇ ବିବାଦ ଲାଗିରହିଥିଲା  । ତିନିଜଣଙ୍କୁ ଗିରଫ କରି ଜେଲ ପଠାଇଛି ସହିଦ ନଗର ଥାନା ପୋଲିସ । ଇତିଶ କିଛିଦିନ ତଳେ କଂଗ୍ରେସ ଛାଡ଼ି ବିଜେପିରେ ଯୋଗ ଦେଇଥିଲେ ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe