କନକ ବ୍ୟୁରୋ: ଦ୍ୱିତୀୟ ଦିନରେ କୋଣାର୍କରେ ଚାଲିଛି ଜିପିଆର ସର୍ଭେ। ସୂର୍ଯ୍ୟମନ୍ଦିର ଗର୍ଭଗୃହ ଓ ଚତୃପାର୍ଶ୍ୱ ଜିପିଆର ସର୍ଭେ କରାଯାଉଛି। ସୂର୍ଯ୍ୟ ମନ୍ଦିର ଗର୍ଭଗୃହ ଚତୁପାର୍ଶ୍ଵରେ ବହୁ ପୁରାତନ ଐତିହ୍ୟ ଓ କୀର୍ତିରାଜ ଥିବା ସୂଚନା ମିଳିଛି । ଏଏସଆଇ ସୁପରିଟେଣ୍ଡେଣ୍ଟ ଜିବି ଗଡ଼ନାୟକ ଏହି ସୂଚନା ଦେଇଛନ୍ତି । ଖୁବଶୀଘ୍ର ଖନନ କରାଯାଇ ଉଦ୍ଧାର ହେବ କୀର୍ତିରାଜ । ସେହି ସ୍ଥାନରେ ହେବ ବରିଷ୍ଠ ନାଗରିକ ଓ ଶିଶୁମାନଙ୍କ ପାଇଁ ହେବ ଉଦ୍ୟାନ।