କନକ ବ୍ୟୁରୋ: କୋଣାର୍କ ସୂର୍ଯ୍ୟ ମନ୍ଦିର ଗର୍ଭଗୃହ ଓ ଚତୁଃପାର୍ଶ୍ଵରେ ହେଲା ଜିପିଆର ସର୍ଭେ ଓ ଲେଜର ସ୍କାନିଂ। ଖୁବଶୀଘ୍ର ସୂର୍ଯ୍ୟ ମନ୍ଦିର ପାରିପାର୍ଶ୍ବିକ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଆରମ୍ଭ ହେବ। ଆଜି ପୂର୍ବାହ୍ନରେ ଏଏସଆଇ ପୁରୀ ସର୍କଲର ଅଧୀକ୍ଷକ ଡି.ବି. ଗଡନାୟକ, ଡେପୁଟି ଇଞ୍ଜିନିୟର ଚିତ୍ତରଞ୍ଜନ ଦାଶଙ୍କ ନେତୃତ୍ୱରେ ତିନିଜଣିଆ ଟିମ୍ ଏହି ସର୍ଭେ କାର୍ଯ୍ୟ କରିଛନ୍ତି। ହାଇଦ୍ରାବାଦର ନ୍ୟାସନାଲ ଜିଓଗ୍ରାଫିକାଲ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ ବା ଏନଜିଆରଆଇର ତିନି ଜଣିଆ ବୈଜ୍ଞାନିକ ଟିମ୍ ସର୍ଭେ କରୁଛନ୍ତି। ସୂର୍ଯ୍ୟ ମନ୍ଦିର ଗର୍ଭଗୃହ ଓ ଚତୁଃପାର୍ଶ୍ଵର ଜିପିଆରଏସ ଲେଜର ସ୍କାନିଂ ଦ୍ୱାରା ଭୂତଳ ସର୍ବେକ୍ଷେଣ କରାଯିବ।
କୋଣାର୍କ ସୂର୍ଯ୍ୟମନ୍ଦିର ଗର୍ଭଗୃହ ଓ ଚତୁଃପାର୍ଶ୍ଵରେ ହେଲା ଜିପିଆର ସର୍ଭେ ଓ ଲେଜର ସ୍କାନିଂ । ଖୁବଶୀଘ୍ର ହେବ ପାରିପାର୍ଶ୍ବିକ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ
କୋଣାର୍କ ସୂର୍ଯ୍ୟ ମନ୍ଦିର ଗର୍ଭଗୃହ ଓ ଚତୁଃପାର୍ଶ୍ଵରେ ହେଲା ଜିପିଆର ସର୍ଭେ ଓ ଲେଜର ସ୍କାନିଂ। ଖୁବଶୀଘ୍ର ସୂର୍ଯ୍ୟ ମନ୍ଦିର ପାରିପାର୍ଶ୍ବିକ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଆରମ୍ଭ ହେବ।
/kanak/media/media_files/GtKtHYUfvKUevRNfD7JC.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)