ବଢିବନି ପେଟ୍ରୋଲ ଓ ଡିଜେଲ୍‌ ଦର,  ଏକ୍ସାଇଜ ଡ୍ୟୁଟି ବୃଦ୍ଧି ପରେ ମଧ୍ୟ ବଢିବନି ପେଟ୍ରୋଲ ଓ ଡିଜେଲ୍‌  ଦାମ୍‌

Advertisment

ଏକ୍ସାଇଜ ଡ୍ୟୁଟି  ବୃଦ୍ଧି ପରେ ମଧ୍ୟ ବଢିବନି ପେଟ୍ରୋଲ ଓ ଡିଜେଲ୍‌  ଦାମ୍‌ । ଏନେଇ ପେଟ୍ରୋଲିୟମ ମନ୍ତ୍ରାଳୟ ପକ୍ଷରୁ  ସୂଚନା ଜାରି କରାଯାଇଛି । 

ଏକ୍ସାଇଜ ଡ୍ୟୁଟି  ବୃଦ୍ଧି ପରେ ମଧ୍ୟ ବଢିବନି ପେଟ୍ରୋଲ ଓ ଡିଜେଲ୍‌  ଦାମ୍‌ । ଏନେଇ ପେଟ୍ରୋଲିୟମ ମନ୍ତ୍ରାଳୟ ପକ୍ଷରୁ  ସୂଚନା ଜାରି କରାଯାଇଛି । 

Petrol-and-Diesel-Price-

Petrol-and-Diesel-Price- Photograph: (google)

କନକ ବ୍ୟୁରୋ: କିଛି ସମୟ ପୂର୍ବରୁ ଖବର ଆସିଥିଲା ପେଟ୍ରୋଲ ଓ ଡିଜେଲ୍‌ ୨ ଟଙ୍କା ବଢିପାରେ । କିନ୍ତୁ ଏଥିରେ ପୂର୍ଣ୍ଣ୍ୟଚ୍ଛେଦ ପଡିଛି । ବଢିବନି ପେଟ୍ରୋଲ ଓ ଡିଜେଲ୍‌ ଦର । ଏକ୍ସାଇଜ ଡ୍ୟୁଟି ବୃଦ୍ଧି ପରେ ମଧ୍ୟ ବଢିବନି ପେଟ୍ରୋଲ ଓ ଡିଜେଲ୍‌ ଦାମ୍‌ । ଏନେଇ ପେଟ୍ରୋଲିୟମ ମନ୍ତ୍ରାଳୟ ପକ୍ଷରୁ ସୂଚନା ଜାରି କରାଯାଇଛି ।    

ବର୍ତ୍ତମାନ ଅଶୋଧିତ ତୈଳର ଅନ୍ତର୍ଜାତୀୟ ମୂଲ୍ୟରେ ଅସ୍ଥିରତା ରହିଛି । ଏପରି ପରିସ୍ଥିତିରେ,  ତୈଳ ଦର ବୃଦ୍ଧି ପଦକ୍ଷେପ ସାଧାରଣ ଲୋକଙ୍କ ପକେଟ ଉପରେ ଅତିରିକ୍ତ ବୋଝ ପକାଇଥାନ୍ତା ।  ବିଶେଷକରି ଯେଉଁମାନେ ପ୍ରତିଦିନ ଯାନରେ ଯାତ୍ରା କରନ୍ତି କିମ୍ବା ପରିବହନ କ୍ଷେତ୍ର ସହିତ ଜଡିତ ସେମାନଙ୍କୁ ଖୁବ୍‌ ବାଧିଥାନ୍ତା।   ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe